ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଷ୍ଟିକୁଡ଼ି ରେ ପ୍ରଦୀପ କୁମାର ସାହୁ,କାଣ୍ଡେଲ ରେ ତ୍ରିପୁରା ନାୟକ ବିଜୟୀ

 ଉତ୍କେଲା,୧୩/୦୭, ମ ନି ସ,  ପାଷ୍ଟିକୁଡ଼ି ସେବାସମବାୟ ସମିତି ରେ ଦିତୀୟ ଥର ପାଇଁ ସଭାପତି ଭାବରେ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ସାହୁ ନାସିଗାଁ ର ପୂର୍ବତନ ସରପଂଚ ଶ୍ରୀ ଦିଲୀପ କୁମାର ସାହୁଙ୍କୁ ୧୨/୩ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି କାଣ୍ଡେଲ ସେବା ସମବାୟ ସମିତିରେ କାଣ୍ଡେଲ ପ୍ରାଥମିକ ସମବାୟ ସମିତିର ସଭାପତି ଭାବରେ ତ୍ରିପୁରା ନାୟକ ୧୧ ଭୋଟରେ ତାଙ୍କରି ପ୍ରତିଦ୍ଵନ୍ଧି ଠାକୁର ସାହୁ ଙ୍କୁ ହରାଇ ବିଜୟୀ ହୋଇଛନ୍ତି। ତାଙ୍କର ବିଜୟିରେ ପୁର୍ବ ସରପଞ୍ଚ କାଣ୍ଡେଲ ପଙ୍କଜ ଗଉଡ଼, ରମାକାନ୍ତ୍ ଗଉଡ, ଚିନ୍ତାମଣି ମାଝୀ,ଅଣ୍ଟୁ ସାହୁ, ଗଜିନ୍ଦ୍ର ସାହୁ, ୟୋଗେଶ୍ବର ବାଗ,ଅଶୋକ କୁମାର ବେହେରା, ରାନିବତୀ ନାଏକ ସ୍ବାଗତ ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ଓଡ଼ିଆ ଭାଷା ସାହିତ୍ୟ ଦିଗରେ କାର୍ଯ୍ୟରତ ଢ଼େଙ୍କାନାଳ ଥିଙ୍କର୍ସ୍ ଫୋରମ୍

Sunil Chandra Nayak

ଫୁଲବାଣୀ ପ୍ରେସକ୍ଲବ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!