ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀଙ୍କ ପାଇଁ ବିଧାନସଭାରେ ଗର୍ଜିଲେ ଅଧିରାଜ

ଚଢାଦରରେ ସାର କିଣୁଛନ୍ତି ଚାଷୀ

ବୁଧୁବାର ଦିନ ବିଧାନସଭାରେ ପ୍ରଶ୍ନକାଳରେ ନୁଆପଡା ଜିଲ୍ଲାକୁ ଆବଶ୍ୟକ ପରିମାଣର ୟୁରିଆ ଓ ଡିଏପି ସାର ଯୋଗାଣ ହେଉ ନଥିବାରୁ ବାଧ୍ଯ ହୋଇ ଚାଷୀ ବଜାରରୁ ଚଢାଦରରେ କିଣୁଛି ତଥା ନାନୋ ୟୁରିଆ ନାମରେ ଚାଷୀଙ୍କୁ ଶୋଷଣ ବନ୍ଦ କରିବା ସହ ଜିଲ୍ଲାରେ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଠାରେ ଆମ ପ୍ରୀୟ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହୀ ଦାବୀ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସର୍ଗିଗୁଡା ଠାରେ ଷୋହଳ ପ୍ରହର ନାମଯଜ୍ଞ

ଇଣ୍ଡିଆ ଟୁଡେ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୁ ପୁରସ୍କାର

ସାପ କାମୁଡାରେ ଯୁବକ ଗୁରୁତର

Sunil Chandra Nayak

Leave a Comment

error: Content is protected !!