ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ରାମ ନବମୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:(୧୨|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ର ବିଶ୍ଵ ହିନ୍ଦୁ ପରିଷଦ,ହିନ୍ଦୁ ଜାଗରଣ ମଞ୍ଚ, ରାମ ଭକ୍ତ,ଜନସାଧାରଣ ମାନଙ୍କ ପ୍ରଚେଷ୍ଟା ରେ ରାମ ନବମୀ ତା ୧୭|୪|୨୪ ରେ ମହାସମାରୋହରେ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି ନିଆ ଯାଇଥିଲା l ଉକ୍ତ କାର୍ଯ୍ୟ କ୍ରମ ପାଇଁ ବିଭିନ୍ନ ଦାୟିତ୍ଵ ବଣ୍ଟନ କମିଟି ଦ୍ୱାରା କରାଯାଇ ଥିଲା lଉକ୍ତ ବୈଠକରେ ଭଗବାନ ମହାନ୍ତି, ଦିବ୍ୟ ରଞ୍ଜନ ପାତ୍ର, ଗଙ୍ଗାଧର ମହାଙ୍କୁଡ,ଆର ଶଙ୍କର ପ୍ରସାଦ ରାଓ, ପିଣ୍ଟୁ ଅଗ୍ରୱାଲ, ଜେ ରାଜ ଶେଖର ରାଓ, ବୁଢ଼ା ରାଓ, ସୁରେଶ ଚନ୍ଦ୍ର ସାହୁ, ଶୁଭଜିତ୍ ପାଣିଗ୍ରାହୀ,ଓ୍ୱାଟ ରାଜ କୁମାର ରାଓ, ସଞ୍ଜୟ ଶତପଥୀ,ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି,ଯୁବ ସାମ୍ବାଦିକ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

masiha

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ଯାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

masiha

Leave a Comment

error: Content is protected !!