ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

ବସ୍ତା, 15/04 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସେଣ୍ଡିରୀ ନିକଟରେ ସୋମବାର ଅପରାହ୍ନ ସମୟରେ ବାଇକ ଦୁର୍ଘଟଣା ଘଟି ମହିଳା ଆହତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଏକ ବାଇକରେ ଜଣେ ପୁରୁଷ ଜଣେ ମହିଳା ବସି ରେଣୁପଦା ଅଭିମୁଖେ ଯାଉଥିବା ବେଳେ ସେଣ୍ଡିରୀ ନିକଟରେ ଉକ୍ତ ବାଇକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇଥିଲା l ଫଳରେ ମହିଳା ଜଣଙ୍କ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ l ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଉକ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ‌ ଦାଵି ନେଇ ଵିଜାତଳା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଲଗାଣ ବର୍ଷାରେ ଧୋଇଗଲା ପୋଲ : ଲାଞ୍ଜିଗଡ- ବିଶ୍ୱନାଥପୁର ଯୋଗାଯୋଗ ବିଛିନ୍ନ 

masiha

ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ

Sunil Chandra Nayak

Leave a Comment

error: Content is protected !!