ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଷାଦେବୀ ହାଇସ୍କୁଲ ରେ ଚାରା ରୋପଣ ଅଭିଯାନ

ଓଷାଦେବୀ ହାଇସ୍କୁଲ ରେ ଚାରା ରୋପଣ ଅଭିଯାନ

ମୟୂରଭଂଜ – ୨୦/୦୯ —  ମୟୁରଭଞ୍ଜ ଜିଲ୍ଲାର ବିଜାତଳା ଵ୍ଳକ ଅନ୍ତର୍ଗତ ମାଣିକପୁର ପଂଚାୟତ ର ଓଷା ଦେବୀ ହାଇସ୍କୁଲ ପରିସରରେ ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ‘ ଏକ ପେଡ ମା’ କେ ନାମ ‘ ବୃକ୍ଷରୋପଣ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନୂତନ ବିଜାତଳା ବିଇଓ କପିଳେନ୍ଦ୍ର ଦାସ କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏଵଂ‌ ଓଷାଦେବୀ ହାଇସ୍କୁଲ ର‌ଶିକ୍ଷକ,ଶିକ୍ଷୟତ୍ରୀ ପ୍ରମୁଖ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ନିଜେ ଵୃକ୍ଷ ଲଗାଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ବୃକ୍ଷ ରୋପଣ ସହ ବୃକ୍ଷର ଯତ୍ନ ନେଲେ ଯାଇ ‘ଏକ ପେଟ ମା’ କେ ନାମ ଅଭିଯାନ ସଫଳ ହେବ’ ।ତେଣୁ ସମସ୍ତେ ବୃକ୍ଷ ରୋପଣ ଓ ବୃକ୍ଷର ଯତ୍ନ ନେବା ଉଚିତ । ନୂତନ ବିଇଓ ଙ୍କ ଓଷାଦେବୀ ହାଇସ୍କୁଲ ପ୍ରଥମ ତାଙ୍କର ପରିଦର୍ଶନ ଥିଲା .

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ

masiha

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ବାର୍ତ୍ତା

masiha

ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!