ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଘୁଚାପ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ:ଘର ଗେଟ ଉପରେ ଗଛ ପଡି ବାଟ ବନ୍ଦ:ଦମକଳବାହିନୀ ଙ୍କ ଦ୍ଵାରା ଗଚ୍ଛ ହେଲା କଟା 

ଲଘୁଚାପ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ:ଘର ଗେଟ ଉପରେ ଗଛ ପଡି ବାଟ ବନ୍ଦ:ଦମକଳବାହିନୀ ଙ୍କ ଦ୍ଵାରା ଗଚ୍ଛ ହେଲା କଟା 

ନବରଙ୍ଗପୁର:(୨୪|୯)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଳା ଲଘୁଚାପ ଜନିତ ବର୍ଷା ଯୋଗୁଁ ସାରା ଜିଲ୍ଲାରେ ଅବାରିତ ବର୍ଷା ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ କେତେ ଗାଁରେ ଘର ଭାଙ୍ଗି ଥିବା ବେଳେ କେତେ ଘରେ ପାଣି ପଡି ଜନଜୀବନ ଅସ୍ତବ୍ୟସ୍ତ ହେଉଛି l ତହସିଲ୍ ପ୍ରଶାସନ ଯୋଗୁଁ ଲୋକେ ଜରି ପାଇ ଘର ଉପରେ ପକାଇ ରହୁଛନ୍ତି l ଆଉ କେତେ ସ୍ଥାନରେ ରାସ୍ତା ଘାଟରେ ଗଛ ଓ ଘର ଉପରେ ଗଛପଡିଥିବାରୁ ଖବର ପାଇ ଦମକଳବାହିନୀ ଯାଇ ଗଛ କାଟି ଜଳଧାରଣ ଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି l ଆଜି ଡାବୁଗାଁ ବିଧାୟକ ପ୍ରତିନିଧି ଏମ୍ ନିଲୁ ରାଓ ଙ୍କ ଘର ଗେଟ ଉପରେ ପ୍ରବଳ ଜୋରରେ ପବନ ହେବାରୁ ଘର ପାଖରେ ଥିବା ଗଛ ଗେଟ ଉପରେ ପଡି ଘରୁ ବାହାରିବା ବାଟ ବନ୍ଦ ହୋଇ ଯାଇଥିଲା l ଦମକଳବାହିନୀଙ୍କୁ ଖବର ଦେବା କ୍ଷଣି ତୁରନ୍ତ ସେବା ଯୋଗାଇଦେବା ପାଇଁ ସେଠାରେ ପହଂଚି ଗଛ କରି ରାସ୍ତା ସଫା କରାଇ ବାଟ ପରିଷ୍କାର କରାଇ ସୁବିଧା କରାଇ ଥିଲେ l ଏପରି ବହୁ ସ୍ଥାନରୁ ଗଛ କାଟି ରାସ୍ତା ସଫା କରାଇ ରାସ୍ତା ଖୋଲା କରାଇ ଜନସାଧାରଣ ଙ୍କ ସୁବିଧା କରାଉଛନ୍ତି l ଦୁର୍ଘଟଣା ସ୍ଥାନରୁ ଦୁର୍ଘଟଣା ବ୍ୟକ୍ତି ମାନଙ୍କୁ ଡ଼ାକ୍ତରଖାନାରେ ପହଞ୍ଚାଇ ସୁବିଧା କରାଉଛନ୍ତି l ସେମାନଙ୍କ ସେବା ଜନସାଧାରଣଙ୍କ ପାଇ ବରଦାନ ସଦୃଶ ହୋଇ ଉଠୁଛି l ସେମାନଙ୍କ ଏପରି ତୁରନ୍ତ କାର୍ଯ୍ୟ ଯୋଗୁଁ ସବୁରି ମୁହଁରୁ ପ୍ରଶଂଶନୀୟ ହେଉଛନ୍ତି l ଏପରିକି ମୋବାଇଲ ନେଟୱାର୍କ ର ସମସ୍ୟା ଆଜି ରହିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗ୍ରୀଷ୍ମଋତୁ ଆରମ୍ଭରୁ ପାଣି ପାଇଁ ହନ୍ତସନ୍ତ କାଇଁଶିରି ଗ୍ରାମବାସୀ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

masiha

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!