ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଅଗ୍ନିଶମ ସୁରକ୍ଷା ବା ସହିଦ ସପ୍ତାହ ପାଳନ 

ଜାତୀୟ ଅଗ୍ନିଶମ ସୁରକ୍ଷା ବା ସହିଦ ସପ୍ତାହ ପାଳନ 

ଖପ୍ରାଖୋଲ-୧୫-୦୪- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ପ୍ରତିବର୍ଷ ଏପ୍ରିଲ ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ସାରାଦେଶରେ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ । ୧୯୪୪ ମସିହାରେ ମୁମ୍ବାଇ ଡୋକ ସହର ଠାରେ ଏକ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା ଏଠାରେ ପ୍ରାୟ ୬୬ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ମୃତ୍ୟୁ ବରଣ କରିଥିଲେ ଏବଂ ବହୁଧନଜୀବନ ନଷ୍ଟ ହୋଇଥିଲା । ସେହି ଦିନଠାରୁ ସାରାଦେଶରେ ସହିଦ ଦିବସ ବା ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ । ରବିବାର ଦିନ ଖପ୍ରାଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀ ଏବଂ ମୁଖ୍ୟ ଓଆଇସି ଜୟ ଗୋପାଳ ପଣ୍ଡା, ହାବିଲଦାର ଘନଶ୍ୟାମ ପୁଟେଲ, ସୁବାଷ ବାଗ,ବେଲାର ସିଂ ପୁଟା, ପ୍ରକାଶ ସାହୁ, ଜିତେନ୍ଦ୍ର ପ୍ରସାଦ ସାହୁଙ୍କ ସହିତ ଖପ୍ରାଖୋଲ ସହର ପରିକ୍ରମା କରି ଡେମୋ ଦେଖାଇଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

“ଜୀବନ ପାଇଁ ଗଛଟିଏ” କର୍ତ୍ତବ୍ୟ ଓ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ବିଶାଳ ଗୋଷ୍ଠିଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

୫ଟି ସଚିବଙ୍କ ଗ୍ରସ୍ତ ପରେ ବାସ୍ତବତା ର ରୂପ ନେବାକୁ ଯାଉଛି ଧର୍ମଗଡ ବାସୀଙ୍କ ସ୍ବପ୍ନ

ବନମହୋତ୍ସବ ଉଦ୍ଘାଟନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ 

masiha

Leave a Comment

error: Content is protected !!