ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦାରବନ୍ଧ ଗ୍ରାମ ପଞ୍ଚାୟତରେ ଦନ୍ତା ହାତୀ ଆତଙ୍କ

ସର୍ଦାରବନ୍ଧ ଗ୍ରାମ ପଞ୍ଚାୟତରେ ଦନ୍ତା ହାତୀ ଆତଙ୍କ

ବସ୍ତା,14/04 : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଳକ୍ ଅନ୍ତର୍ଗତ ସୋମବାର ଅପରାହ୍ନ ସର୍ଦାରବନ୍ଧ ଗ୍ରାମ ପଞ୍ଚାୟତରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି l ତେବେ ଏହି ପଂଚାୟତରେ ବିଭିନ୍ନ ସ୍ଥାନରେ ଦନ୍ତା ହାତୀ ଉପଦ୍ରଵ ଦେଖିବାକୁ ମିଳିଥିବା ବେଳେ ଏହି ପଂଚାୟତ ର ବିଭିନ୍ନ ଲୋକଙ୍କ ଘର ଭାଙ୍ଗିବା ସହିତ ଗଛପତ୍ର, ଧାନ ଚାଉଳ ଏବଂ ଚାଷ ଜମି ନଷ୍ଟ କରିଥିଲେ l ଫଳରେ ସ୍ଥାନୀୟ ଲୋକେ ଓ ବନବିଭାଗ ଘଟଣା ସ୍ଥଳରେ ପହଂଚି ଦନ୍ତା ହାତୀକୁ ପାଖ ଜଙ୍ଗଲ ଛାଡିଥିବା ଜଣାଯାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସମସ୍ୟା ଘେରରେ ଚିଲିଗୁଡ଼ା ଅଲେଖ ମହିମା ମଠ

masiha

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

masiha

Leave a Comment

error: Content is protected !!