ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀରାମ ନବମୀ ଉପଲକ୍ଷେ କଛୀମଡୋଳା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

 ଶ୍ରୀରାମ ନବମୀ ଉପଲକ୍ଷେ କଛୀମଡୋଳା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବସପୁର ପଞ୍ଚାୟତ ଅନ୍ତର୍ଗତ କଛୀମଡୋଳା ଗ୍ରାମରେ ଶ୍ରୀରାମ ନବମୀ ଉପଲକ୍ଷେ ମହା ଆଡ଼ମ୍ବରରେ ଅଷ୍ଟ ପ୍ରହର ନାମ ଯଜ୍ଞ ପାଳିତ ହୋଇଯାଇଛି l ଚଳିତ ବର୍ଷ ଉକ୍ତ ନା ମଯଜ୍ଞ ରେ ଆଖ ପାଖ ଅଞ୍ଚଳ ର ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଥିଲା l ମଙ୍ଗଳବାର ଦିନ କଳସ ଯାତ୍ରା କରାଯାଇଥିଲା l କଳସ ଯାତ୍ରା ରେ ଶତାଧିକ ମହିଳା ଓ କୁନି କୁନି ଝିଅମାନେ ସାମିଲ ହୋଇଥିଲେ l ଖଣ୍ଟ, ଶଙ୍ଖ, ମୁର୍ଦଙ୍ଗଏବଂ ହୁଳହୁଳି ନାଦେ କମ୍ପି ଉଠି ପଡିଥିଲା କଛୀମଡୋଳା ଗାଁ ପରିବେଶ l ଉକ୍ତ ନା ମଯଜ୍ଞ ରେ ମୋଟ 7ଗୋଟି ସଂକୀର୍ତନ ଦଳ ଯୋଗଦାନ କରିଥିଲେ l 3ଗୋଟି ମହିଳା ସଂକୀର୍ତନ ଦଳ ହରି ନାମ ରେ ଦର୍ଶକ ଦର୍ଶିକା ବିଭୋର ହୋଇ ପଡିଥିଲେ l ସିମାଞ୍ଚଳ ନାଗ ଓ ତାଙ୍କ ସହ ଧର୍ମିଣୀ ସାବିତ୍ରୀ ନାଗ ନାମ ଯଜ୍ଞ ରମୁଖ୍ୟ କର୍ତ୍ତା ଦାଇତ୍ୱ ତୁଲାଇ ଥିବା ବେଳେ ସହ କର୍ତ୍ତା ଭାବେ ପ୍ରଦୀପ ପାଢ଼ୀ ଓ ଜୋତିରାଣୀ ପାଢ଼ୀ ଦାଇତ୍ୱ ତୁଲାଇ ଥିଲେ lଭୋଗ ମଣ୍ଡପରେ ଅର୍ଣ୍ଣ ଛତ୍ରର ବ୍ୟବସ୍ଥା ହୋଇଥିଲା ତା ସାଙ୍ଗ କୁ ଜଳ ଛତ୍ରର ଦହି, ସରବତ ଦିଆ ହୋଇଥିଲା l ଉକ୍ତ ଅଷ୍ଟ ପ୍ରହର ନାମ ଯଜ୍ଞ କୁ କଛୀମଡୋଳା ଗ୍ରାମ ର ସମସ୍ତେ ସହଯୋଗ କରିଥିଲେ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଉଲିହାତୁ ରେ150ତମ ବିର୍ସା ମୁଣ୍ଡା ଜନ୍ମଦିନ ପାଳିତ

masiha

ବିକାଶ ଭାରତ ସଂକଳ୍ପ ଯାତ୍ରା ଉଦଘାଟିତ 

masiha

ମେରାମଣ୍ଡଳୀ ଷ୍ଟେସନ୍‌ରୁ ୧୧ ଶିଶୁ ଶ୍ରମିକ ଉଦ୍ଧାର  : ଆଧାରକାର୍ଡ଼ ଜାଲିଆତି କରି ବୟସ ବଢ଼ାଇଛନ୍ତି   ଟ୍ରେନ୍‌ରେ ଯିବାକୁ ଅପେକ୍ଷା କରିଥିବା ବେଳେ ଚଢ଼ଉ

Sunil Chandra Nayak

Leave a Comment

error: Content is protected !!