ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ 

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ 

 ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡ଼ା ରିଟର୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କୁ ଆଜି ପ୍ରଥମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଖରୀଆର ରୋଡ ଠାରୁ ଏକ ବାଇକ୍ ରାଲି ରେ ବାହାରି ନୂଆପଡ଼ା ଠାରେ ପହଞ୍ଚିଥିଲା। ନିଜ ହଜାର ହଜାର ସଂଖ୍ୟକ ସମର୍ଥକ ଙ୍କ ସହ ରିଟର୍ଣିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ନାମାଙ୍କନ ପାତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନ ରେ କଂଗ୍ରେସ ଦଳରୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳ ଟିକେଟ ନ ଦେବାରୁ ଆଦିବାସୀ ସମୂହ ମିଳିତ ରୂପେ ତାଙ୍କୁ ସ୍ବାଧୀନ ରୂପେ ମନୋନୀତ କରି ନିର୍ବାଚନ ରେ ଲଢେଇ କରିବାକୁ ଆହ୍ବାନ କରିଥିଲେ। ଆଜି ଆଦିବାସୀ ନେତା ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

masiha

ଯୁବନେତା ଅନିଲଙ୍କୁ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ବ 

Sunil Chandra Nayak

ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ରାଉରକେଲା ରେ ବିଜେପି କର୍ମୀ ଓ ବିଭିନ୍ନ ସଂଗଠନ ଭେଟିଲେ 

masiha

Leave a Comment

error: Content is protected !!