ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ 

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ 

 ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡ଼ା ରିଟର୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କୁ ଆଜି ପ୍ରଥମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଖରୀଆର ରୋଡ ଠାରୁ ଏକ ବାଇକ୍ ରାଲି ରେ ବାହାରି ନୂଆପଡ଼ା ଠାରେ ପହଞ୍ଚିଥିଲା। ନିଜ ହଜାର ହଜାର ସଂଖ୍ୟକ ସମର୍ଥକ ଙ୍କ ସହ ରିଟର୍ଣିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ନାମାଙ୍କନ ପାତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନ ରେ କଂଗ୍ରେସ ଦଳରୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳ ଟିକେଟ ନ ଦେବାରୁ ଆଦିବାସୀ ସମୂହ ମିଳିତ ରୂପେ ତାଙ୍କୁ ସ୍ବାଧୀନ ରୂପେ ମନୋନୀତ କରି ନିର୍ବାଚନ ରେ ଲଢେଇ କରିବାକୁ ଆହ୍ବାନ କରିଥିଲେ। ଆଜି ଆଦିବାସୀ ନେତା ନିଜ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦାସିଗାଁ ପଞ୍ଚାୟତ ବାନନ୍ଦପଳା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ପିସିସି ସଭାପତି ଭକ୍ତ ଚରଣଙ୍କ ରାଇରଙ୍ଗପୁର ଗସ୍ତ; ଦାଣ୍ଡବୋଷ ଗ୍ରାମରେ ୪୩ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ; ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆଦିବାସୀ ନ୍ୟାୟ ସଭାରେ ବିଜେଡି ଓ ବିଜେପି ଉପରେ ଆଦିବାସୀ ଭାରତ ନେଇ ଗର୍ଜିଲେ 

masiha

ନବରଙ୍ଗପୁରରେ ୨ଶହ ୟୁନିଟ୍ ଦେୟ ମୂକ୍ତ ବିଜୁଳି ଯୋଗାଇବା ପାଇଁ ସରକାରଙ୍କ ନିକଟରେ ଆପ୍ ର ଦାବି

Leave a Comment

error: Content is protected !!