ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି ଚାଳକ ଗୁରୁତର

ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି ଚାଳକ ଗୁରୁତର

19/04 : ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା 60 ନମ୍ବର ଜାତୀୟ ରାଜପଥର ଶୁକ୍ରବାର ରାତି ସମୟରେ ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି ଚାଳକ ଗୁରୁତର ହୋଇଥିବା ଦେଖୁବାକୁ ମିଳିଛି l ସୂଚନା ଅନୁଯାୟୀ ଉକ୍ତ ସ୍କୁଟି ଚାଳକ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ସ୍କୁଟି ଫଳରେ ଚାଳକ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ସ୍କୁଟି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଥିବା ବେଳେ ଗୁରୁତର ସ୍କୁଟି ଚାଳକଙ୍କ ପରିଚୟ ମିଳିପାରିନାହିଁ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଚିକିତ୍ସାବିଜ୍ଞାନ ରେ ପାଥୋଲୋଜି ର ଭୂମିକା ଗୁରୁତ୍ୱପୁର୍ଣ୍ଣ

Sunil Chandra Nayak

ଶବ ସତ୍କାର କରିବାକୁ ଶ୍ମଶାନ ଅଛି ଶ୍ମଶାନକୁ ଯିବାକୁ ରାସ୍ତା ନାହିଁ :ରାସ୍ତା ଓ ଶବ ସତ୍କାର କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଜନସାଧାରଣରେ ଦାବୀ 

Sunil Chandra Nayak

ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କୁ ଅନୁସୂଚୀତ ଜାତି ମୋର୍ଚ୍ଚାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!