ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆଳି ନିର୍ବାଚନ ମଣ୍ଡଳୀ ର ବିଜେପି ୨ ନମ୍ବର ଜୋନ୍ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଆଳି ନିର୍ବାଚନ ମଣ୍ଡଳୀ ର ବିଜେପି ୨ ନମ୍ବର ଜୋନ୍ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ସିଙ୍ଗିରି ଶୁଭମ୍ ମଣ୍ଡପଠାରେ ୨ ନମ୍ବର ଜୋନ୍‌ର ଏକ ଦିନିକିଆ ବୁଥ୍ ସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିକାଶ ଯୋଜନା ସହିତ ଆଗାମୀ ନିର୍ବାଚନ ପରିଚାଳନା ରେ ସାଂଗଠନିକ ଦକ୍ଷତା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିକାଶ ଯୋଜନା ସହିତ ଆଗାମୀ ନିର୍ବାଚନ ରେ କିପରି ବିଜେପି ୪0୦ ପାର କରିବ ସେ ବିଷୟରେ ଉପସ୍ଥିତ ଥିବା କର୍ମ କର୍ତ୍ତା ଙ୍କ ସହିତ ଆଲୋଚନା ହେଇଥିଲା, ଏହି କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରାପଡ଼ା ଲୋକସଭା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବିଜେପି ବରିଷ୍ଠ ନେତା ବ୍ରଜସୁନ୍ଦର ଭୂୟାଁ, ସିଙ୍ଗିରି ସରପଞ୍ଚ ଅଖୟ ଦାସ ପ୍ରମୁଖ ଯୋଗଦେଇଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଅଧିରାଜ ବିଜୟୀ

masiha

କେଗାଁରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ: ଯୋଗଦେଲେ ମଣ୍ଡଳ ପ୍ରଭାରୀ ବିନ୍ଦୁ ମହାନନ୍ଦ

ରାଜ୍ୟରେ ବିଜେପି ସରକାର ଗଠନ ଖୁସିରେ ନର୍ଲା ବିଜେପି ସରିଆଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କ ମିଠା ବଣ୍ଟନ 

masiha

Leave a Comment

error: Content is protected !!