ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ

ଉତ୍କେଲା,୦୮/୦୪,ନିପ୍ର, କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ର ସଭାପତି ଶୁଶାନ୍ତ ମହାପାତ୍ର ଙ୍କ ସମେତ ମହାସଂଘ ର ସମସ୍ତ ସଦସ୍ୟ ନିଳଗିରି ସାମ୍ବାଦିକ ସପକ୍ଷରେ ଓ ନିୟମିତ ଭାବରେ ଆମ ରାଜ୍ୟ ଓ ଦେଶରେ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ଚାଲିଛି ଏପରିକି ରାଜ୍ୟ ସରକାରଙ୍କ ପୋଲିସ ମଧ୍ୟ ନୀଳଗିରି କନକ ଟିଭି ସାମ୍ବାଦିକ ଙ୍କୁ ଅକଥନୀୟ ଅତ୍ୟାଚାର ସହ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଥିବା ସମୟରେ ତାଙ୍କ ଗୋଡ ରେ ବେଢି ପକାଇ ଥିବା ଘଟଣା ସମଗ୍ର ସାମ୍ବାଦିକ ମାନଙ୍କ ପାଇଁ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସରକାରୀ କଳ ର ଆକ୍ରମଣ ନିନ୍ଦନୀୟ ଘଟଣା । ଏହାର ପ୍ରତିବାଦ ରେ କେସିଙ୍ଗା ସାମ୍ବାଦିକ ମହାସଂଘ ତରଫରୁ ଆଜି ସକାଳ ଘ ୧୦.୩୦ ମିନିଟ ସମୟରେ କେସିଙ୍ଗା ପାଠାଗାର ଠାରେ ଏକ ବୈଠକ ଅନୁଷ୍ଠିତ କରି ଉଚିତ ନ୍ୟାୟ ପାଇଁ ମହାସଂଘ ର ବରିଷ୍ଠ ସଦସ୍ୟ ଡମ୍ବରୁଧର ଭୋଇ,ଚନ୍ଧ୍ରମଣି ସ୍ବାଇଁ,ସୁରେସ ଅଗ୍ରଓ୍ବାଲ,ବିନୋଦ ଜୈନ,ବଲରାମ ନାଏକ,ଶିବପ୍ରସାଦ ସାହୁ,ପ୍ରିତିଶ ପଟେଲ,ଅର୍ଜୁନ ପୋଢ,ମଧୁ ସିନ୍ଧୁର,ଗୋପାଳ ଶର୍ମା,ତୁମେଶ୍ବର ସାହୁ,ସଂଗ୍ରାମ କେଶରୀ ଦେଓ ସମେତ ସମସ୍ତ ସଦସ୍ୟ କଳା ବ୍ୟାଚ ପରିଧାନ କରିବା ସହ ଘୋର ବିରୋଧ କରି ଏହାର ତିବ୍ର ନିନ୍ଧା ଓ ଦୃଢ ପତିବାଦ ସ୍ବର ପାଇଁ କେସିଙ୍ଗା ସାମ୍ବାଦିକ ମହାସଂଘ ଦାନା ବାନ୍ଧିଛି। ଉତ୍କେଳା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିସ୍ମୟ ଜାଗେ ମନେ 

ପ୍ଳାଷ୍ଟିକ ମୁକ୍ତ ଭାରତ ଏବଂ ଫିଟ୍ ଇଣ୍ତିଆ ଅଭିଯାନ

Sunil Chandra Nayak

ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!