ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଳିକା ମାନଂକ ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଢ଼େଙ୍କାନାଳ: ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ ହାଇସ୍କୁଲ ଠାରେ ଗତ ୨୯.୦୩ ୨୨ରିଖଠାରୁ ଆସନ୍ତା ୧୬.୯୪ ୨୨ରିଖ ଯାଏ ବାଳିକା ମାନଂକ ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀଯୁକ୍ତ ଅରୁଣ ପରିଡ଼ା, ଆତ୍ମ ସୁରକ୍ଷା କୌଶଳ ତାଲିମ୍ କେନ୍ଦ୍ର ପ୍ରଯୋଜକ ଶ୍ରୀଯୁକ୍ତ ଅକ୍ଷୟ ନନ୍ଦ, ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଦୟାନିଧି ଦାସ, ରାଷ୍ଟ୍ର ପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ହୃଷୀକେଶ ରଣା ମହୋଦୟ ଉପସ୍ଥିତ ଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବେହେରାଗୁଡା ସ୍କୁଲ ରେ ଶିକ୍ଷକ ନିଯୁକ୍ତି ଦାବୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ୍ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଉର୍ମିଳାଙ୍କ ତ୍ୟାଗ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

Leave a Comment

error: Content is protected !!