ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଚେରୀହତାରେ ବାଦୀପାଲା ସ୍ବର୍ଣ ଜୟନ୍ତୀ ସମାରୋହ

କଚେରୀହତାରେ ବାଦୀପାଲା ସ୍ବର୍ଣ ଜୟନ୍ତୀ ସମାରୋହ

କାମାକ୍ଷାନଗର-(ମନିସ )28/4/24 //ସାଧାରଣ ଜନତା ଓ ବୁଦ୍ଧିଜୀବୀ ତଥା କାମାକ୍ଷାନଗର ର ନାଗରିକ ମାନଙ୍କ ମନରେ ଧାର୍ମିକ ଭାବନା, ଚେତନା ସୃଷ୍ଟି ସହଭକ୍ତି ଭାବକୁ ଆଧ୍ୟାତ୍ମିକତା କ୍ଷେତ୍ରରେ ବାନ୍ଧି ରଖିବା ପ୍ରୟାସ ଜାରି ରଖିଛି କଚେରୀହତା ର ସତ୍ୟନାରାୟଣ ପାଲା କମିଟି।ପ୍ରତ୍ୟେକ ବର୍ଷ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ନାମୀଦାମୀ ପାଲା ଗାୟକଦଳ ପାଲା ପରିବେଷଣ କରିଯାଇଥିବାବେଳେ ଚଳିତ ବର୍ଷ ପାଳନ ହେଉଛି ସ୍ବର୍ଣଜୟନ୍ତୀ ସମାରୋହ।ଏହା ୨୭ ତାରିଖ ଠାରୁ ପାଞ୍ଚ ଦିନ ଧରି ମଇ ମାସ ଏକ ତାରିଖ ଯାଏ ଚାଲିବ ସତ୍ୟ ନାରାୟଣପାଲା ଅନୁଷ୍ଠାନ ର ସଭାପତି ରବିନ୍ଦ୍ର କୁମାର ସାମଲ,ଓ ସଂପାଦକ ପୂର୍ଣ୍ଣିଚନ୍ଦ୍ର ସାହୁ ଙ୍କ ଆୟୋଜନ ତଥା ଅଜୟ କୁମାର ପଟନାୟକ ଙ୍କ ସହଯୋଗରେ କାମାକ୍ଷାନଗର କଚେରୀହତାରେ ଗାୟକ ସାରଦା ପ୍ରଶନ ନାୟକ ଓ ପ୍ରଶନ୍ନ ପଟନାୟକ ଙ୍କମଧ୍ୟରେ ବାଦିପାଲା ସଂଧ୍ୟାପ୍ରାୟ ସାତଟା ସମୟରୁ ଆରମ୍ଭ ହେଉଛି,କାଯ୍ୟକ୍ରମ ରେ ଦଲିଲ ଲେଖକ ମୋହରରୀ ସଂଘ ର କର୍ମକର୍ତା ଙ୍କ ସହଯୋଗ ରେ ଚାଲୁରହିଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ 

Sunil Chandra Nayak

ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ବଣ୍ଟନ ରେ ବ୍ୟାପକ ଅବହେଳା 

Sunil Chandra Nayak

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

Leave a Comment

error: Content is protected !!