ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆଜି କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିଲେ ଜୟନ୍ତୀ ନଗର ର ବୁଟୁ ଜେନା ଓ ରିଣ୍ଟୁ ଜେନା

ଆଜି କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିଲେ ଜୟନ୍ତୀ ନଗର ର ବୁଟୁ ଜେନା ଓ ରିଣ୍ଟୁ ଜେନା

ନବରଙ୍ଗପୁର:(୨୭|୪)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୂମା ଜୟନ୍ତୀନଗର ରୁ ଦୁଇ ଜଣ ଯୁବକ କଂଗ୍ରେସ ଦଳ ଛାଡ଼ି ବିଜେଡି ଦଳ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ଵଇଚ୍ଛାରେ ମିଶିଛନ୍ତି l ସେ ଦୁଇ ଜଣ ହେଲେ କଂଗ୍ରେସ ର ବହୁଦିନର କର୍ମୀ ବୁଟୁ ଜେନା ଓ ରିଣ୍ଟୁ ଜେନା l ସେ ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ଆସି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଉପଦେଷ୍ଟା ମଳୟ ବିଶୋୟୀ ଓ କୈଳାଶ ବିଶୋୟୀ, ଜିଲ୍ଲା ପରିଷଦ ସଭ୍ଯ ଗୁପ୍ତ ବିଶୋୟୀ,ପି ନାଗା ରାଓ, ଏମ୍ ବାସୀ ରାଓ, ଜୀ ରାଜ ଶେଖର ରାଓ (ପେଦା ବାବୁ) ପ୍ରମୂଖଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହୋଇ ଥିବାରୁ ଦଳୀୟ ଉତ୍ତରୀ ଦେଇ ସ୍ଵାଗତ କରିଥିଲେ l ସେ ଦୁହେଁ ଉକ୍ତ ଦଳ ରେ ମିଶି ଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ l ଜୟ ବିଜେଡି, ଜୟ ନବୀନ, ଜୟ ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ଦଳୀୟ କାର୍ଯ୍ୟାଳୟ l

Related posts

ଵିଜାତଳା ବିଜେପି ପକ୍ଷରୁ ଦୁର୍ନୀତି ବିରୋଧରେ ଜନଆକ୍ରୋଶ ସମାବେଶ ଶୋଭାଯାତ୍ରା ସହିତ ବ୍ଲକ ଘେରାଉ

masiha

ମଣିପୁର ଆଦିବାସୀ ଙ୍କ ପ୍ରତି ଅନ୍ୟାୟ ପ୍ରତିବାଦ ରେ କଂଗ୍ରେସ ଦଳ ତରଫରୁ ୧୦ ଦଫା ଦାବୀ ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!