ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଝାଡ଼କୁସୁମୀରେ ବିଜେପିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦଳ ଛାଡ଼ି ଯୋଗଦେଲେ – 200 କର୍ମୀ 

ଝାଡ଼କୁସୁମୀରେ ବିଜେପିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ, ବିଭିନ୍ନ ଦଳ ଛାଡ଼ି ଯୋଗଦେଲେ – 200 କର୍ମୀ 

ପାପଡାହାଣ୍ଡି,2/5, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଂଚାୟତ ଝାଡ଼କୁସମୀ ଠାରେ ଆଜି ବିଜେପିର କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସୁରେନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ 200 କର୍ମୀ ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଳବ କୁମାର ଦେଓ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବିଧାୟକ ପ୍ରାର୍ଥୀ ସୋମନାଥ ପୁଜାରି, ତ୍ରିନାଥ ଅମନାତ୍ୟ ଓ ଲିଙ୍ଗରାଜ ଭତରା ପ୍ରମୁଖ ସହ ବହୁ କର୍ମୀ ଉପସ୍ଥିତ ଥିଲେ । କର୍ମୀ ମାନଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇଥିଲା । ଆଗାମୀ ନିର୍ବାଚନ ନେଇ ବିଭିନ୍ନ ରଣ ନୀତି ଓ ପ୍ରଚାର ପ୍ରସାର ନେଇ ଆଲୋଚନା ହୋଇଥିଲା | କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବ ସମାବେଶ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ

କେନ୍ଦୁଝରରେ ଆଦିବାସୀ ଯୁବକ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିବା ଘଟଣା ଏହି ସମ୍ୱେଦନଶୀଳ ଘଟଣା ସମଗ୍ର ରାଜ୍ୟକୁ ଲଜ୍ଜିତ ଓ
ନିନ୍ଦିତ କରିଛି: ବିଜେଡି

Sunil Chandra Nayak

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ 

masiha

Leave a Comment

error: Content is protected !!