ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

ଅବସର ପ୍ରାପ୍ତ ଯବାନ ଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼,୩/୫(ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଚିମଡୋଲା ଗ୍ରାମର ବ୍ରଜମୋହନ ନାଏକ ୨୦୦୦ ମସିହାରେ ଭାରତୀୟ ସୀମା ସୁରକ୍ଷା ବାହିନୀରେ ରାଜସ୍ଥାନ ଜୟପୁର ୩୯ ବାଟାଲିୟନ ରେ ଯୋଗ ଦେଇ ୨୨ ବର୍ଷ ୩ମାସ ୧୧ ଦିନ ଧରି ସେବା ଦେଲା ପରେ ସେ ଆଜି ଅବସର ପ୍ରାପ୍ତ ହୋଇଛନ୍ତି।ସେ ତାଙ୍କ ଚାକିରି ଜୀବନରେ ସୀମା ସୁରକ୍ଷା ବାହିନୀରେ ରହି ଅନୁଶାସନ ସହିତ ନିଷ୍ଠାପର ରେ ସେବା ଯୋଗାଇ ଥିଲେ । ସେ ବର୍ତ୍ତମାନ ଚାରବାହାଲ ରେ ନିଜ ପରିବାର ସହିତ ରହୁଛନ୍ତି ।

ତାଙ୍କ ଅବସର ଖବର ଶୁଣି ସ୍ଥାନୀୟ ଚାରବାହାଲ ଗ୍ରାମର ଯୁବ ଗୋଷ୍ଟି ତାଙ୍କୁ ସମ୍ବର୍ଦ୍ଧନା ଦେଇ ଏକ ବାଇକ୍ ଶୋଭାଯାତ୍ରାରେ ରେ ଆସି ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଦେଶ ମାତୃକାର ସେବା କରିବା ସହ ନିଜ ଅଂଚଳର ସେବା କରିବେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏଥିରେ ଆମ୍ବେଦକର କ୍ଲବର ସଦସ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ଏଚ ଡି ଏଫ ସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କଠା ଗୃହ ଗୁଡ଼ିକ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ଉଦଘାଟିତ     

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

masiha

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ସରବେରଣୀ ଗ୍ରାମର ଯୁବ ଇଂଜିନିୟର ଲକ୍ଷ୍ମୀଧର ପାଣି ଚାଷ ଓ ଚାଷୀଙ୍କ ପାଇଁ ଆଣିଛନ୍ତି ନୁଆଁ ଦିଶା

Leave a Comment

error: Content is protected !!