ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର କର୍ମଚାରୀ ସଂଘ ତରଫରୁ ଶ୍ରମିକ ଦିବସ ପାଳନ ଓ ସମ୍ୱର୍ଦ୍ଧନା 

ମୋଟର କର୍ମଚାରୀ ସଂଘ ତରଫରୁ ଶ୍ରମିକ ଦିବସ ପାଳନ ଓ ସମ୍ୱର୍ଦ୍ଧନା 

କଟକ : କଟକ ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇ ପାଲାମଣ୍ଡପ ସଂଘ ଅଫିସ କର୍ଯ୍ୟାଳୟର ସଦସ୍ୟ ମାନଙ୍କ ଉପସ୍ଥିତିରେ ପତାକା ଉତୋଳନ କରାଯାଇଥିଲା । ଏହି ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଟ୍ରମିନାଲକୁ ଆସୁଥିବ ବସରେ କାର୍ଯ୍ୟ କରୁଥିବା ଡ୍ରାଇଭର,କଣ୍ଡକ୍ଟର ସହାୟକ ଅଗ୍ରିଗ ଟିକେଟ ବିତରକ ରୋହିତ ଭାଇ ଓ ବରିଷ୍ଟ ଖବର କାଗଜ ବିତରକ ଦୀନବନ୍ଧୁ ଭାଇ ଏପରି ୨୦ ଜଣକୁ ଭଲକାର୍ଯ୍ୟ ଓ ଶୃଙ୍ଖଳା ପାଇଁ ସମ୍ବର୍ଦ୍ଧିତ କରଯାଇଛି । ଏହି କାର୍ଯ୍ୟକର୍ମରେ ସଂଘର ସାଧାରଣ ସମ୍ପାଦକ ଶିଶିର କୁମାର ଲେଙ୍କା,ଉପସଭାପତି ବଦ୍ରି ନାରାୟଣ ଦାଶ,ସହ ସଂପାଦକ ଗଗନ ବିହାରୀ ପରିଡ଼ା,ଚକ୍ରବର୍ତ୍ତୀ ଓତା,କୋଷାଧକ୍ଷ ବିଭୂତି ଭୂଷଣ ରାଉତ,ସୋମନାଥ ସାହୂ,ଶ୍ରୀକାନ୍ତ ଛାଟୋଇ,ଅଚ୍ୟୁତ ଖୁଣ୍ଟିଆ,ରେକେଶ ରାଉତ,ରଘୁନାଥ ବାରିକ,ନାରାୟନ ନାୟକ, ଗୌରାଙ୍ଗ ବେହେରା,ସରୋଜ ସାହୁ,ରବିନ୍ଦ୍ର ସାହୁ,ଜୟଦେବ ପ୍ରଧାନ,କୃଷ୍ନୁ ଚନ୍ଦ୍ର ଦାସଓ ସୂର୍ୟ ଚନ୍ଦ୍ର ଦାସ ସଂଘ ର ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ସହ ସଂପାଦକ ହିରାଲାଲ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ବିଜୁ ଏକ୍ସପ୍ରେସ ୱେ ବାଇକ ଦୁର୍ଘଟଣା,ବାଇକ ଚାଳକ ମୃତ୍ୟୁ,ପୋଲିସ ର ତଦନ୍ତ ଜାରି

masiha

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ  

masiha

Leave a Comment

error: Content is protected !!