ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ବାସଘାତ ଙ୍କୁ କଡା ଜବାବ ଦେବା ପାଇଁ ଆହ୍ବାନ 

ବିଶ୍ବାସଘାତ ଙ୍କୁ କଡା ଜବାବ ଦେବା ପାଇଁ ଆହ୍ବାନ 

ବର୍ତମାନ ର ବଡ ଖବର ସୁରୋଜ ମେହେର ଙ୍କୁ ଇଂରେଜ ଶାସନ ସମୟ ର ଆଦିବାସୀ ବିରୋଧୀ ଦୟାନିଧି ମେହେର ବୋଲି ଆଖ୍ୟା ଦେଇ ଓ ଅଷ୍ଟରତ୍ନ ବରିହା ଙ୍କୁ ବିଶ୍ବାସଘାତ କହି ଏକ ସଭା ରେ ଆଦିବାସୀ ମାନଙ୍କୁ ସଚେତନତା ଦେଇଥିଲେ ଆଗାମୀ ନିର୍ବାଚନ କୁ ନେଇ ସବୁ ଆଦିବାସୀ ମାନେ ଏକ ହୁଅ ଆଉ ସରୋଜ ମେହେର ଙ୍କୁ କେଉଁ ଗାଁ ଆସିଲେ କଡା ଜବାବ ଦେବେ ବୋଲି ଶ୍ରୀ ମିର୍ଧା କହିଥିଲେ ଆଦିବାସୀକଲ୍ୟାଣସଙ୍ଘ ବେଲପଡା ଉପସଭାପତି ଧନିରାମ ମିର୍ଧା ଆଜି ଅଇଲା ପାଳି ଝବଟୁପାଲି ରେ ଏକ ସଭା ରେ କହିଥିଲେ ଶ୍ରୀ ମିର୍ଧା ଆଦିବାସୀ ମହାପୁରୁଷ ଙ୍କୁ ପୂର୍ବତନ ବିଧାୟକ ସରୋଜ ମେହେର ଅପମାନ କରିଥିବା ହେତୁ ତାଙ୍କୁ କଡା ସମାଲୋଚନା କରି କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ସମସ୍ତ ୬୨ ପ୍ରକାର ଆଦିବାସୀ ଭୋଟ ମାଧ୍ୟମରେ ଶ୍ରୀ ମେହେର ଙ୍କୁ ସମ୍ପୂର୍ଣ ବିରୋଧ କରିବେ ବଳି ସମସ୍ତେ ପ୍ରତିଜ୍ଞା କରିଥିଲେ । ପାଟଣାଗଡ ନିର୍ବାଚନ ମଣ୍ଡଳୀ ଆଦିବାସୀ ପ୍ରଦୂଷିତ ଅଂଚଳ ହେଇଥିବାରୁ ଶ୍ରୀ ମେହେର ଏବେ ହରଡ ଘଣାରେ ବିଧାୟକ ସୋରଜ ମେହେର।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସାନବଡଗୋପାଳପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବି ଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ମୟୂରଭଞ୍ଜ ସଦର ଜିଲ୍ଲା ବିଜୁଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

ଓଡ଼ିଶାରେ,,ଛତିଶଗଡ଼ ଭାଷାରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର

masiha

Leave a Comment

error: Content is protected !!