ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପାଟଣାଗଡ଼ କଂଗ୍ରେସ ପ୍ରାର୍ଥୀ ଅନିଲ ମେହେର ଙ୍କ ନିର୍ବାଚନୀ ପ୍ରଚାର

ପାଟଣାଗଡ଼ କଂଗ୍ରେସ ପ୍ରାର୍ଥୀ ଅନିଲ ମେହେର ଙ୍କ ନିର୍ବାଚନୀ ପ୍ରଚାର

ପାଟଣାଗଡ଼, ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଲା । ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ କଂଗ୍ରେସ ପ୍ରାର୍ଥୀ ଅନିଲ ମେହେର ନିର୍ବାଚନୀ ପ୍ରଚାରରେ ବାହାରିଥିବା ଦେଖିବାକୁ ମିଳିଛି । ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣାଗଡ ପ୍ରଚାର୍‌ କରିଛନ୍ତି ଅନିଲ ମେହେର । କଂଗ୍ରେସ ବିକାଶ ଧାରାରେ ସାମିଲ୍‌ ହେବା ପାଇଁ ସେ ଜନସାଧାରଣଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ସେହିଭଳି ପାଟଣାଗଡ ବ୍ଲକ ରାମପୁର ଗ୍ରାମରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନୀଲ ମେହେର ଙ୍କୁ ପୂଣ୍ଣ ସମର୍ଥନ ଘୋଷଣା କଲେ ଗ୍ରାମବାସୀ । ପାଟଣାଗଡ ଏନଏସିର ୧୩ ଏବଂ ୧୪ ନମ୍ବର ୱାର୍ଡ ର ସମସ୍ତ ଜନସାଧାରଣ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି। ସେହିପରି ଉପଖଣ୍ଡ ଅଟୋରିକ୍ସା ଚାଳକ ସଂଘ ର ୪୦ ଜଣ ଚାଳକ ପୂର୍ଣ୍ଣ ସମର୍ଥନ ଘୋଷଣା କରି କଂଗ୍ରେସ ଦଳ ରେ ସାମିଲ ହୋଇଛନ୍ତି । ପ୍ରଚାର ଚାଲିଥିବା ବେଳେ ପ୍ରତ୍ୟେକ ବର୍ଗର ଭୋଟର୍‌ଙ୍କୁ ଦେଖାକରି ପାଟଣାଗଡ଼ରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ କଂଗ୍ରେସ ସାଂସଦ ପ୍ରାର୍ଥୀ ମୋନୋଜ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ଭାବେ ଅନିଲ ମେହେର ଙ୍କୁ ଆଶୀର୍ବାଦ୍‌ କରି ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପଇସା ଉଡୁଛି ବିଜେପି ଓ ବିଜେଡିର, ପୋଲିସ ପଶୁଛି କଂଗ୍ରେସ କାର୍ଯ୍ୟାଳୟରେ

Sunil Chandra Nayak

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ରଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

masiha

ବିଜେଡି ଆଇନଜୀବୀ ସାମ୍ମୁଖ୍ଯ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସଭାପତି

masiha

Leave a Comment

error: Content is protected !!