ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାଲାରୋଡ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ବିଜେଡି ପ୍ରାର୍ଥୀ ସରଦାଙ୍କୁ ବିପୁଳ ସମ୍ବର୍ଧନା ଓ ମିଶ୍ରଣ ପର୍ବ 

ନାଲାରୋଡ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ବିଜେଡି ପ୍ରାର୍ଥୀ ସରଦାଙ୍କୁ ବିପୁଳ ସମ୍ବର୍ଧନା ଓ ମିଶ୍ରଣ ପର୍ବ 

ଆଜି ତା ୦୬/୦୫/୨୪ ରିଖ ସନ୍ଧ୍ୟ।ରେ ରାଉରକେଲା ନାଲାରୋଡ ସ୍ଥିତ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ରାଉରକେଲା ବିଜୁ ଜନତା ଦଳ ର ପ୍ରାର୍ଥୀ ତଥା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ,ପ୍ଳାଣ୍ଟ ସାଇଡ ଇନ୍ଦିରା ଗାନ୍ଧୀ ଛକରୁ ବିରାଟ ପଟୁଆର ରେ,ବାଜା ବଜାଇ,ବାଣ ଫୁଟାଇ ଶହଶହ ଲୋକ କ୍ରୋଏସୀ ମହଲ୍ଲା ଆରଡ଼ିଏ ବିଲ୍ଦିଙ୍ଗ ସମୁଖରେ ହୋଇଥିବା ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ । ନାଲାରୋଡ ର ସହସହ ସଂଖ୍ୟାରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ,ମହିଳା,ଯୁବକ ମାନଙ୍କୁ ସମ୍ବୋଧିତ କରି ଶ୍ରମ ମନ୍ତ୍ରୀ ନିଜର ଅଭିଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗରିବ କଲ୍ଯାଣ ଯୋଜନା ସମ୍ପର୍କରେ ଅବଗତ କରାଇ ରାଉରକେଲା ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିବା ସଙ୍ଗେସଙ୍ଗେ,ରାଉରକେଲକୁ ସ୍ମାର୍ଟ ସିଟି, ବିଶେଷ ଭାବରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ,ମୋ ବସ,ବରିଷ୍ଠ ନାଗରିକଙ୍କ ଭତା ଦିଉଗଣିତ ହେବା,ସ୍ୱାସ୍ଥ୍ୟର ଉନ୍ନତି ପାଇଁ ରାଉରକେଲା ସରକାରୀ ଡାକ୍ତର ଖାନାର ଉନ୍ନତି କରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୬୬୦ କୋଟି ଅର୍ଥ ଅନୁଦାନ ଦେବା,ଶିକ୍ଷା ବ୍ୟବସ୍ତାର ଉନ୍ନତିକାରଣ,ରାଉରକେଲରେ ବିଶ୍ଵକପ ହକି ଷ୍ଟାଡିୟମ ପ୍ରତିଷ୍ଠା ନିର୍ମାଣ ଦ୍ଵାରା ରାଉରକେଲା ସମଗ୍ର ଭରତବର୍ଷରେ ଏକ ନୂତନ ସହର ସ୍ଥାନ ପାଇପାରିଛି । ପୁନର୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବାପାଇଁ ଶପଥ କରାଇଥିଲେ । ଅନ୍ୟମାନଙ୍କ ଭିତରେ ବିଲାଲ ଆହମଦ, ବିରେନ ସେନାପତି,ଧନୱର କ୍ରୋଏସୀ,ନରେଶ ଅଗ୍ରୱାଲ,ସୁରେଶ ସର୍ମା,ସୁଦାମ ଦାଶ,କ୍ରୀଷ୍ଣା ଦୂତ ବସିର କ୍ରୋଏସୀ,ରିଆଜ କ୍ରୋଏସୀ ମଞ୍ଚାସୀନ ଥିଲା ବେଳେଏମଡ଼ି ୱାହବ ଖାନ, ଏମଡ଼ି ଫିରୋଜ ଡ଼ବୁ ଙ୍କ ନେତୃତ୍ବରେ ୫୦ରୁ ଅଧିକ କଂଗ୍ରେସର ନେତା ମାନେ ବିଜେଡିରେ ମିସିଥିଲେ । ଏବଂ ସାକିଲ ଆହମଦ,ତାହିଲ ଆହମଦଙ୍କ ନେତୃତ୍ବରେ ଲାଇନ୍ସ କ୍ଲବ ସଦସ୍ୟ ୫୦ ରୁ ଅଧିକ ଲୋକ ମିଶିବାସଙ୍ଗେସଙ୍ଗେ ଆରଡିଏ ବିଲ୍ଦିଙ୍ଗ ର ଏମଡ଼ି ସରଫରାଜ,ଏମଡ଼ି ଇଜ।ଜ ଙ୍କ ନେତୃତ୍ବରେ ୫୦ରୁ ଅଧିକ ଲୋକ ଏବଂଏମଡ଼ି ଏଇଥେସମ,ଏମଡ଼ି ତୌଶିଫଙ୍କ ନେତୃତ୍ବରେ ୫୦ ଯୁବକ ମିଶ୍ରଣ,କ୍ରୋଏସୀ ମହଲା ବାସିନ୍ଦା ନାସିର କ୍ରୋଏସୀ,ମନକ୍ରୋଏସୀ ଙ୍କ ନେତୃତ୍ବରେ ୧୦୦ରୁ ଅଧିକ ଲୋକ ନୂତନ ଭାବେ ବିଜେଡିରେ ମିଶିଥିଲେ। କାର୍ଯ୍ୟକ୍ରମକୁ,ଗୁଡୁ ସୋନାର,ସମସେର ଅଲ୍ଲୀ, ମହମଦ ସମ୍ମିମ, ନାସିର କ୍ରୋଏସୀ, ଏମଡ଼ି ଇର୍ଫାନ ,ପ୍ରସନ ସେନାପତି,ପ୍ରଣୟ ନାୟକ,ଜଗା ରାଉତ ସମେତ ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେଡିର ମିଶ୍ରଣ ପର୍ବରେ ବହୁ ବିଜେପି କର୍ମୀ ହେଲେ ସାମିଲ         

masiha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାମ୍ଭାବ୍ୟ ତାଲିକାକୁ ନେଇ ବିଜେପିର ବିକ୍ଷୋଭ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort