ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ଙ୍କ ମହାନତା

 ବଲାଙ୍ଗିର // ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ଶ୍ରେଷ୍ଠ ପ୍ରାଣୀ ମଣିଷର ପାଟି ଖୋଲୁଥିବାରୁ ସେ ପାଣିର ଆବଶ୍ୟକତା ଅତି ସହଜରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣି ର ଆବଶ୍ୟକ ନାହିଁ। ଗ୍ରୀଷ୍ମ ଋତୁରେ ଏହି କଥା କୁ ଶ୍ରେୟ କରି ବେଲପଡା ଧୂମାଭଟା ସରପଞ୍ଚ ବନମାଳୀ ନାୟକ ମହାନତା ଦେଖଇଛନ୍ତି। ପକ୍ଷୀ ମାନଙ୍କୁ ପ୍ରତେକ ଗଛରେ ମାଟି ର ପାତ୍ର ରେ ପାଣି ଦେଇ ଆମ୍ଭ ତୋଟାରେ ରଖିଛନ୍ତି  । ଏକ ସହ ଗଛରେ ମାଟି ପାତ୍ର ଦେଇ ପାଣି ପ୍ରତେକ ଗଛରେ ଲଗାଇଛନ୍ତି ସରପଞ୍ଚ ମହାଶୟ । ଏପରି ମହତ କାମ ଯୋଗୁ ଅନେକ ପକ୍ଷୀ ମାନେ ପିଇବା ପାଣି ରୁ ବଞ୍ଚିତ ନ ହେବେ   ତେଣୁ  ଆଜି ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥିଲେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ପକ୍ଷୀ ମାନେ ଆସି ଡହକ ବିକଳ ରେ ପାଣି ପିଉଥିବା ଦେଖିଲେ ଆତ୍ମ ତୃପ୍ତି ମିଳେ ବୋଲି ଶ୍ରୀ ନୟକ୍ ପ୍ରକାଶ କରିଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” 

masiha

ରାଇରଙ୍ଗପୁର ଶ୍ଳୋକରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍)- ୨୦୨୬ , ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ଲାଗି ପ୍ରଶିକ୍ଷଣ

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!