ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ କୃଷି ଫାର୍ମ ରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ 

ଡ଼ାବୁଗାଁ କୃଷି ଫାର୍ମ ରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ 

ନବରଙ୍ଗପୁର ଜିଲ୍ଲା ସ୍ତରୀୟ କୃଷକ ଦିବସ ଅକ୍ଷୟ ତୃତୀୟ ଅବସର ରେ ଡ଼ାବୁଗାଁ କୃଷି ଫାର୍ମରେ ରେ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି ଭେଙ୍କଟ ରେଡ୍ଡୀ ପାରମ୍ପରିକ ପୂଜାବିଧି ପରେ ଆକ୍ଷି ମୁଠି ଅନୁକୂଳ କରିଥିଲେ। ଏହି ଅବସରରେ ଜିଲ୍ଲା ର କୃଷି ,ଉଦ୍ୟାନ ,ପଶୁସମ୍ପଡ, ମତ୍ସ୍ୟ ସମ୍ପଦ,ୱାଟର ସେଡ ବିଭାଗ ର କର୍ମଚାରୀ ଓ ଅଧିକାରୀ ଯୋଗ ଦେଇଥିଲେ। ସମସ୍ତେ କୃଷି ଓ କୃଷକ ଙ୍କ ପାଇଁ ନିଜ ନିଜ ବିଭାଗ ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ ସୁଯୋଗ ନେଇ ଲଭାନ୍ଵିଟ ହେବାକୁ କହିଥିଲେ। ସମସ୍ତ ବିଭାଗ କୃଷକ ଙ୍କ ମଙ୍ଗଳ ପାଇଁ କାମକରିବାକୁ ଆହ୍ବାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଭେଟେ ନରି ଅଧିକାରୀ ଡକ୍ଟର ରାଧେଶ୍ୟାମ ନାୟକ,ପି ଡି ଜଳଛାୟା ପ୍ରକଳ୍ପ ଚକ୍ରଧର ମିଶ୍ର, କୃଷି ବିଜ୍ଞାନୀ ଡକ୍ଟର ଶଶାଙ୍କ ଲେଙ୍କା, ଡକ୍ଟର ବିମଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଚାଲିଥିବା ଆମରଣ ଅନସନ, ଜିଲ୍ଲା ପ୍ରଶାସନ ଦାବୀ ପୂରଣ ପ୍ରତିଶ୍ରୁତି ପରେ ଭଙ୍ଗହେଲା

Sunil Chandra Nayak

୧- ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଦୁର୍ଗାଚରଣ ତନ୍ତୀ , ୨- ଇସ୍ପାତ ସହରାଞ୍ଚଳର ବୁଥ ନମ୍ବର-୧୬ ରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ..

Sunil Chandra Nayak

ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ଜି-୨୦ ଜନ ଭାଗିଦାରୀ ଅଭିଯାନ

Sunil Chandra Nayak

Leave a Comment

error: Content is protected !!