ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଗୋଳାମୁଣ୍ଡା ୬/୩ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗଣ୍ଡାମେର ପଂଚାୟତ ଅଧୀନସ୍ତ ରାମପଡା ଠାରେ ଆଜି ଚାଇଲଫଣ୍ଡ ଅଫ ଇଣ୍ଡିଆ ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ ହୋଇଯାଇଛି ଉକ୍ତ ମହିଳା ଦିବସରେ ସ୍ଥାନୀୟ ଗଣ୍ଡାମେର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ହେମଲତ ନାଏକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ସମୟରେ ସଂମାନିତ ଅତିଥିଭାବେ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇସର ଅଳିଭା ପଟ୍ଟନାୟକ ,ଶ୍ରୀରାମ ପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଵିଦ୍ୟାଧର ନାଏକ ,ପ୍ରମୁଖ ଯୋଗଦେଇ ଥିଲେ ଓ ମହିଳାମାନେ କିପରି ମହିଳା ଶିକ୍ଷା, ସମାଜିକ ସୁରକ୍ଷା, ବାଲ୍ୟ ବିବାହ, ଘରୋଇ ହିଂସା, ନିର୍ଯାତନା ବିଷୟରେ ଵିସ୍ତୃତ ଆଲୋଚନା କରୁଥିଲେ ଚାଇଲଡ଼ ଫଣ୍ଡ ଇଣ୍ଡିଆ ତରଫରୁ କ୍ଷେତ୍ର ସଂଯୋଜକ ବିହାରୀ ରାଉତ ,କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ,ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ,ସୁଦାମ ,ସରିତା,ସହଯୋଗ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ଆରଏସପି ଅଧିକାରୀଙ୍କ ସହ ଇସ୍ପାତ ସହରରେ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଶ୍ରୀ ତନ୍ତୀ…

Sunil Chandra Nayak

କୋଇଡା – ଚୁନାଘାଟି- କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ବର ମରଣଯନ୍ତା !

Sunil Chandra Nayak

ସ୍ପନ୍ଦନ ଆୟୋଜିତ ଶିଶୁ ମହୋତ୍ସବର ୨ୟ ସଂଧ୍ୟା   

Sunil Chandra Nayak

Leave a Comment

error: Content is protected !!