ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ମେଧା ପରୀକ୍ଷାରେ ଦିବ୍ୟା ଦୀପାନ୍ନୀତା ପଞ୍ଚମ

ରାଜ୍ୟ ସ୍ତରୀୟ ମେଧା ପରୀକ୍ଷାରେ ଦିବ୍ୟା ଦୀପାନ୍ନୀତା ପଞ୍ଚମ

ମ.ରାମପୁର,୧୪/୫(ମସୀହା): ମ. ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ଦିବ୍ୟା ଦୀପାନ୍ନୀତା ଚଳିତ ବର୍ଷ ସପ୍ତମ ଶ୍ରେଣୀ ପ୍ରାଦେଶିକ ମେଧାବୃତ୍ତି ପରୀକ୍ଷା ରେ ରାଜ୍ୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରି କ୍ରୃତିତ୍ୱ ହାସଲ କରିବା ସହିତ ଭାରତୀ କ୍ରୃଷ୍ନ ଗଣିତ ପ୍ରତିଭା ପରୀକ୍ଷା ରେ ମଧ୍ୟ ସେ ସାରା ରାଜ୍ୟ ରେ ନବମ ସ୍ଥାନ ହାସଲ କରିଛନ୍ତି। ସେହିପରି ଅନୁଷ୍ଠାନ ର ଅନ୍ୟ ଏକ ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା କେବଳ ଗଣିତ ପ୍ରତିଭା ପରୀକ୍ଷାରେ ଦଶମ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି l ଏହି କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ଅଭିନ୍ଦନ ଜଣାଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

ଦୁର୍ଘଟଣା ରେ ଜଣେ ମୃତ ,ତିନିଜଣ ଆହତ

Sunil Chandra Nayak

ଯୋଡ଼ା ମୁନିସିପାଲିଟିର ଶୌଚାଳୟ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି

masiha

ଶ୍ରମ ବାହିନୀ ପକ୍ଷରୁ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!