ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗାଁ ଗାଁରେ ଅନିଲ ମେହେର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, ଆଜି ପାଟଣାଗଡ଼ ବ୍ଲକ୍‌ କେନ୍ଦୁମୁଣ୍ଡି ସହ ବେଲପଡ଼ା ବ୍ଲକ୍‌ର ଖାଲିପଥର ତେତେଲମୁଣ୍ଡା ସଲଣ୍ଡି ଆଦି ଗ୍ରାମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଅନିଲ ମେହେର ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା ବେଳେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଜନସାଧାରଣ । ଗାଁ ଗାଁରେ ହରିବୋଲ ହୁଳହୁଳି ସହ ପାରମ୍ପାରିକ ବାଦ୍ୟରେ ଅନିଲ ଙ୍କ ସ୍ୱାଗତ କରାଯାଉଥିବା ବେଳେ କଂଗ୍ରେସ ର ଜୟଧ୍ୱନିରେ ଉଛୁଳି ପଡୁଛି ଗାଁ ଦାଣ୍ଡ । ଏଭଳି ସ୍ଥିତି ଦେଖି କଂଗ୍ରେସ କର୍ମୀଙ୍କ ମହଲରେ ଖୁବ୍‌ ଉତ୍‌ସାହ ଦେଖା ଦେଉଥିବା ବେଳେ ଅନିଲ ମେହେର ଙ୍କ ବିଜୟ ନିଶ୍ଚିତ ବୋଲି ଲୋକଙ୍କ ଆଶା।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

କାଳବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ମୂତ୍ଯୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ସରକାରୀ ଓ ବେସରକାରୀ ଆବାସିକ କେନ୍ଦ୍ରର ପ୍ରଣାଳୀ ସଂଶୋଧନ ଦାବିରେ ବିଜେଡ଼ି ତରଫରୁ ଶନିବାର ୧୮ ତାରିଖ ୧୨ ଘଣ୍ଟିଆ ହଡତାଳ

Sunil Chandra Nayak

ଯଶିପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

କିସିଣ୍ଡା ରେ ବିଶାଳ ଆଦିବାସୀ ସମାବେଶ 

masiha

Leave a Comment

error: Content is protected !!