ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ 

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ 

ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ଭେଲୁଆଗୁଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିସରରେ ବୁଧବାର ବୃକ୍ଷରୋପଣ କରାଯାଇଛି | ଏଥିରେ କୃଷ୍ଣଚୂଡା, ଆତ ଓ ବେଲ ଆଦି ମୋଟ ୧୦ ଟି ବୃକ୍ଷ ରୋପଣ କରଯାଇଥିଲା | ଏଥିରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନପାଳ ସରସ୍ଵତୀ ମେହେର ଓ କାର୍ତ୍ତିକ ମାଝି, ମାଳିଗୁଡା ବନ ସଂରକ୍ଷଣ ସମିତି ସଭାପତି ରଘୁନାଥ କଲାର, ଚଲାଣଗୁଡା ବନ ସଂରକ୍ଷଣ ସମିତି ସଭାପତି ରଘୁନାଥ ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାନ୍ତାଳୀ ଭାଷା ବିଜୟ ଦିବସ ପାଳିତ 

Sunil Chandra Nayak

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ କାର୍ଯ୍ୟକ୍ରମ 

masiha

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ

masiha

Leave a Comment

error: Content is protected !!