ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ 

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ 

ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ଭେଲୁଆଗୁଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ପରିସରରେ ବୁଧବାର ବୃକ୍ଷରୋପଣ କରାଯାଇଛି | ଏଥିରେ କୃଷ୍ଣଚୂଡା, ଆତ ଓ ବେଲ ଆଦି ମୋଟ ୧୦ ଟି ବୃକ୍ଷ ରୋପଣ କରଯାଇଥିଲା | ଏଥିରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନପାଳ ସରସ୍ଵତୀ ମେହେର ଓ କାର୍ତ୍ତିକ ମାଝି, ମାଳିଗୁଡା ବନ ସଂରକ୍ଷଣ ସମିତି ସଭାପତି ରଘୁନାଥ କଲାର, ଚଲାଣଗୁଡା ବନ ସଂରକ୍ଷଣ ସମିତି ସଭାପତି ରଘୁନାଥ ନାୟକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲା ସଂଯୋଜକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ସଂସ୍କୃତିକୁ ଆଲୋକିତ କରୁଛି ଦୟାଦାସଙ୍କ ଧୂନୀ ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଉଦଯାପିତ

Sunil Chandra Nayak

ପିଇଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୱାର୍ଡମେମ୍ବରଙ୍କ ଧାରଣା

masiha

Leave a Comment

error: Content is protected !!