ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ କ୍ରୀଡା ପାଇଁ ପ୍ରସ୍ତୁତି ବୈଠକ 

ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ କ୍ରୀଡା ପାଇଁ ପ୍ରସ୍ତୁତି ବୈଠକ 

ମ.ରାମପୁର,୨୧/୧୨(ମସୀହା): କଳାହାଣ୍ଡି ଜିଲ୍ଲା ମୋହନଗିରି ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ୨୧ ତମ ବାର୍ଷିକ କ୍ରୀଡା ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଶୁକଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସଂପାଦକ ଲକ୍ଷ୍ମୀକାନ୍ତ ବେହେରା ବୈଠକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ୮ ଗୋଟି ଦଳ କୁ ନେଇ ହେବ ବୋଲି ନିଷ୍ପତି ହୋଇଥିଲା l ଖେଳାଳୀ ମାନଙ୍କ ସୁରକ୍ଷା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସଠିକ ଭାବରେ କରାଯିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା l ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଦିବାକର ସାହୁ ଓ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ସାମିଲ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ 

Related posts

निरंतर समाज सेवा में सामाजिक संगठन: “स्वप्न फाउंडेशन”

masiha

ରାଇରଙ୍ଗପୁରରେ ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ 

masiha

ଜି ଡି ଏସ୍ ମାନଙ୍କ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ 

masiha

Leave a Comment

error: Content is protected !!