ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସ ପାଳନ 

ବିଶ୍ୱ ପରିବେଶ ଦିବସ ପାଳନ 

ନର୍ଲା /ମସିହା // ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱରେ ଆଜି ଜୟ ଜଗନ୍ନାଥ ଯୁବକ ସଂଘ ଶେରଗଡ଼ ଓ ନର୍ଲା ବନ ବିଭାଗ ର ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ଆଜି ଶେରଗଡ଼ ୟୁପି ସ୍କୁଲ ପରିସରରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି! ଆମ ପରିବେଶ ଙ୍କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ ତେଣୁ ଆମେ ସମସ୍ତେ ମିଳି ମିଶି ବୃକ୍ଷ ରୋପଣ କରିବା ତାହା କହି ଲୋକମାନଙ୍କୁ ସଚେତନ କରିବାସହ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଶପତ ପାଠ କରିଥିଲେ! ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୁବ ଅଧିକାରୀ କଳାହାଣ୍ଡି ଶ୍ରୀ ପ୍ରସନ୍ନ କୁମାର ମେହେର,ସମ୍ମାନିତ ଅତିଥି ଭାବରେ ନର୍ଲା ବନାଞ୍ଚଳ ଅଧିକାରୀ ଶ୍ରୀ ଭାରତ ବନ୍ଧୁ ଶବର, ବନ ପାଳ ଶ୍ରୀ ପୂନ୍ୟ ଜାନୀ, ନର୍ଲା ବନ ପାଳ ଶ୍ରୀ ଭବାନୀ ଶଙ୍କର ନାୟକ, ବନ ପାଳ ଶ୍ରୀ କିଶୋର ଚନ୍ଦ୍ର ସାହୁ,କମଡା ବନପାଳ ଶ୍ରୀ ରମେଶ ଚନ୍ଦ୍ର ବାଗ,ବନ ରକ୍ଷୀ ଶ୍ରୀ ରୀନା ରାଣୀ ପଧାନ, ବନ ରକ୍ଷୀ ଶ୍ରୀ ସଂଯୁକ୍ତା ନାୟକ, ସ୍ୱେଚ୍ଛାସେବୀ ହେମସାଗର ସାହୁ, ସ୍ୱେଚ୍ଛାସେବୀ ମିଳନ କୁମାର ଭୋଇ, ସ୍ୱଚ୍ଛସେବୀ ସନତ କୁମାର ସାହୁ, ହେମନ୍ତ ସାହୁ ଓ ଜୟ ଜଗନ୍ନାଥ ଯୁବକ ସଂଘ ଶେରଗଡ଼ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ଶେଷରେ ଯୁବକବି ଉଦୟନାଥ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!!

ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

୧– ନାରାୟଣ ପାଟଣା ଗସ୍ତରେ କୋରାପୁଟ ଜିଲ୍ଲାପାଳ ,୨– ଓଲଟିଲା ବକ୍ସାଇଟ ବୋଝେଇ ଟ୍ରକ ଚାଳକ ଗୁରୁତର 

Sunil Chandra Nayak

ହଟାତ ଚାଲିଗଲା ଆଶା ଦିଦି ଙ୍କ ଜୀବନ 

Leave a Comment

error: Content is protected !!