ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ

କଟକ : ସାମାଜିକ ସଂଗଠନ ସଞ୍ଜୀବନି ସେବା ଫାଉଣ୍ଡେସନର ନବବିବାହିତ ନବ ଦମ୍ପତି ସଂଗ୍ରାମ କେଶରୀ ନାଥ ଏବଂ ସୁଭାଶିନୀ ନାଥଙ୍କ ଦ୍ୱାରା କଟକ ଜିଲ୍ଲା ଅସୁରେଶ୍ୱର ସ୍ଥିତ ମଦର ଟେରେସା ମୁକ ବଧିର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆ ପାଠ୍ୟ ଉପକରଣ ବଣ୍ଟନ ସହ ବୃକ୍ଷ ରୋପଣ କରାଯାଇ ଛାତ୍ରଛାତ୍ରୀଙ୍କ ଗହଣରେ ସମସ୍ତେ ଖୁସି ବାଣ୍ଟିଥିଲେ l ଉକ୍ତ କାଯ୍ୟକ୍ରମରେ ସଞ୍ଜିବନୀ ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ,ସଦସ୍ୟ ସରୋଜ କୁମାର ସେଠୀ,ଶୁଭଶ୍ରୀ ମହାପାତ୍ର, ତୃପ୍ତିମୟୀ ଦାସ,ସନ୍ତୋଷ କୁମାର ମଣ୍ଡଳ,ଚିନ୍ମୟୀ ପ୍ରଧାନ,ମନୋଜ କୁମାର ନାୟକ,ଅରୁଣ କୁମାର ବେହେରା,ପରିବେଶବିତ ନିରଞ୍ଜନ ସାହୁ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ କର୍ମଚାରି ଉପସ୍ଥିତଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ କର୍ମଶାଳା

Sunil Chandra Nayak

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

masiha

ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ଓ ଅଧିବାସ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!