ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର

୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର

  ମୟୂରଭଞ୍ଜ -୧୨/୦୭ ( ମସିହା)ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ବାମନଘାଟୀ ରାଇରଙ୍ଗପୁର ସବଡିବିଜନ ର ସମ୍ପୂର୍ଣ୍ଣ ବିକାଶ ଉଦ୍ଦେଶ୍ୟରେ ତିନୋଟି- ଦଫା-ଦାବି-ପତ୍ର ପ୍ରଥମ ଦାବି :-

୧):-ନୁତନ-ରାଇରଙ୍ଗପୁର-ରାଜସ୍ଵ-ଜିଲ୍ଲା ଗଠନ ପାଇଁ ଦାବି।

୨):-ସ୍ବତନ୍ତ୍ର କାର୍ୟାଳୟ-ଭବନ ସହିତ ସ୍ଥାୟୀ ଏଡିଏମଙ୍କର ନିୟୁକ୍ତି ।

୩):- ରାଇରଙ୍ଗପୁର ପୋଲିସ-ଜିଲ୍ଲା ଗଠନ ପାଇଁ ଦାବି ।

ଆଜି ସକାଳେ ବାମନଘାଟୀ-ରାଇରଙ୍ଗପୁର ଉପ-ଜିଲ୍ଲାପାଳଙ୍କୁ ଜରିଆରେ ତିନି ଗୋଟିଏ ମଧ୍ୟ-ପୁର୍ବତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୁର୍ତ୍ତିଙ୍କ ନେତୃତ୍ବରେ ଜନସାଧାରଣ ଙ୍କର ଦୀର୍ଘଦିନର ଦାବି-ପୂରଣ ପାଇଁ ଦାବି-ପତ୍ର ପ୍ରଦାନ କରିଥିଲେ।।

 ମୟୂରଭଞ୍ଜ ରରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜୟପାଟଣା ବ୍ଲକ୍ ଅଧ୍ୟକ୍ଷ ଙ୍କ ମନୋମୁଖୀ ଶାସନ, ସମିତି ବୈଠକ ବର୍ଜନ କଲେ ସରପଞ୍ଚ ଓ ଜିଲ୍ଲାପରିଷଦ ସଭ୍ଯ

Sunil Chandra Nayak

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଣାଇ ଉପଖଣ୍ଡ ଗସ୍ତ ଓ ଏସ୍ ଆଇ ଆର୍ କାର୍ଯ୍ୟର ତଦାରଖ

Sunil Chandra Nayak

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପନୀ ସମାରୋହ ରେ ଅନୁଷ୍ଠିତ 

masiha

Leave a Comment

error: Content is protected !!