ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

ତେରେସିଂହା ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କିଛି ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ ରବିବାର ହୋଇ ଯାଇଛି l ଗ୍ରାମର ମୁଖ୍ୟ ରାସ୍ତାରେ ଥିବା ଅଳିଆ ଆବର୍ଜ୍ଜନାକୁ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ସଫା କରିଥିବା ବେଳେ ଯୁବକ ମାନେ ଗ୍ରାମର ମୁଖ୍ୟ ନଳକୂପର ଚନ୍ଦିନୀ ପାର୍ଶ୍ଵରେ ଥିବା ଅନାବନା ଗଛଲତା କାଟି ପରିଷ୍କାର କରିଥିଲେ l ଏହି ସଫେଇ କାର୍ଯ୍ୟରେ ଗ୍ରାମର ଦୟାବନ୍ତ ଭୋଇ, ରାମଚନ୍ଦ୍ର ରଣା, ପିଣ୍ଟୁ ରଣା, ସଂଜୀବ ରଣା, ହିରାଧର ଭୋଇ, ନେପାଳ ନାଗ, ସୁଶାନ୍ତ ରଣା ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ l ଗ୍ରାମର ଯୁବକ ମାନଙ୍କ ଦ୍ବାରା ସଫେଇ କାର୍ଯ୍ୟ ହୋଇ ଥିବାରୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଠାକୁରାଣୀଵେଡା ରାସ୍ତା ଵେହାଲ; ଦିର୍ଘ ଦଶନ୍ଧୀ ଧରି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ; ଦଶ ହଜାରରୁ ଉର୍ଦ୍ଧ୍ବ ଲୋକେ ହନ୍ତସନ୍ତ 

masiha

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବା ସହିତ ସଭା ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମ

Sunil Chandra Nayak

ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ଯକ୍ରମ ଅନୁଷ୍ଟିତ 

masiha

Leave a Comment

error: Content is protected !!