ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଢେ ୩ଫୁଟିଆ ଚନ୍ଦ୍ର ନାଗ ଉଦ୍ଧାର

ସାଢେ ୩ଫୁଟିଆ ଚନ୍ଦ୍ର ନାଗ ଉଦ୍ଧାର

ବସ୍ତା,25/07 : ବାଲେଶ୍ୱର ଜିଲ୍ଲା ରୂପସା ଥାନା ଅଧୀନସ୍ଥ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ଆଙ୍କୋ ଗ୍ରାମର ତପନ କୁମାର ଦାସଙ୍କ ଘରୁ ସାଢେ ୩ଫୁଟ ଲମ୍ବର ଚନ୍ଦ୍ର ନାଗ ସାପଟିଏ ଗୁରୁବାର ଅପରାହ୍ନ ୨ଟା ସମୟରେ ଉଦ୍ଧାର ହୋଇଛି।ସୂଚନାରୁ ପ୍ରକାଶ ଉକ୍ତ ସାପଟି ଘରେ ଥିବା ପରିବାର ଲୋକ ଭୟବିତ ହୋଇଯାଇଥିଲେ l ଫଳରେ ପରିବାର ଲୋକଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁବ୍ରତ କୁମାର ପ୍ରଧାନ ପହଞ୍ଚି ଉକ୍ତ ସାପଟିକୁ ଉଦ୍ଧାର କରି ଜନଶୂନ୍ଯ ସ୍ଥାନରେ ନେଇ ଛାଡ଼ିଦେଇଥିବାର ଜଣାପଡ଼ିଛି।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

masiha

କୁଲାଡ଼ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ରଥ ତିଆରି 

ଧର୍ମଗଡ ମୁସଲିମ ଜମାତ କମିଟି ତଥା ମସଜିଦ ଏ ତାଜୁସୁରୀୟା ର ବୈଠକ ଓ କର୍ମକର୍ତ୍ତା ଚୟନ

masiha

Leave a Comment

error: Content is protected !!