ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ୁମେରବାହାଲ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବାଲି ବୋଝେଇ ଟ୍ରକ 

ଓଲଟିଲା ବାଲି ବୋଝେଇ ହାଇଓ୍ୱା ଟ୍ରକ । ଦୁର୍ଘଟଣା ହେବା ଫଳରେ ମଧ୍ୟ ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର। . କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡ଼ୁମେରବାହାଲ ଛକ ନିକଟ ରାସ୍ତାରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଆଜି ଅପରାହ୍ନ ସମୟରେ ଆଟିଗାଁ ରୁ ପତିଆଲପଡା କୁ ବାଲି ନେଇ ଯାଉଥିବା ବେଳେ ଏପରି ଅଘଟଣ ଘଟିଛି. । ବାଲି ବୋଝେଇ ହାଇଓ୍ୱାଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡ଼ୁମେରବାହାଲ ନିକଟରେ ରାସ୍ତା କଡକୁ ଓଲଟି ପଡିଥିଲା. 0D08 k 8502 ହାଇୱା ଟ୍ରକଟି ଆଟିଗାଁ ରୁ ପତିଆଲପଡା କୁ ବାଲି ନେଇ ଯାଉଥିବା ବେଳେ ଡ଼ୁମେରବାହାଲ ନିକଟ ରାସ୍ତା ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡିଟି ଫରଙ୍ଗ ଗ୍ରାମର ମୋହନ ପ୍ରଧାନ ଙ୍କ ଵୋଲି ଜଣାପଡିଛି ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଇତିହାସ ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ଦ୍ଵାରା ମା ଦୁର୍ଗା ପୂଜା ଅନୁକୂଳ ହେବ 

Sunil Chandra Nayak

ଗୋଲାମୁଣ୍ଡାର ବରିଷ୍ଠ ସମାଜସେବୀ ଶ୍ରୀ ଟେକଚାନ୍ଦ ଅଗ୍ରୱାଲଙ୍କ ପରଲୋକ

Sunil Chandra Nayak

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

Sunil Chandra Nayak

Leave a Comment

error: Content is protected !!