ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡି ଶାସନରେ ମହିଳା ନିରାପଦ ଥିଲେ,ଜଡାମୁଣ୍ଡା ଓ ଭେଲା ଗ୍ରାମରେ ମହିଳା, କୃଷକ, ଆଦିବାସୀ ଓ ଅନୁସୂଚିତ ଜାତି ସମୁଦାୟଙ୍କ ଭରସା ବିଜେଡି 

ବିଜେଡି ଶାସନରେ ମହିଳା ନିରାପଦ ଥିଲେ,ଜଡାମୁଣ୍ଡା ଓ ଭେଲା ଗ୍ରାମରେ ମହିଳା, କୃଷକ, ଆଦିବାସୀ ଓ ଅନୁସୂଚିତ ଜାତି ସମୁଦାୟଙ୍କ ଭରସା ବିଜେଡି 

ନୁଆପଡ଼ା 05.11 — ବିଜେପି ଶାସନକାଳରେ ଓଡ଼ିଶାର ଆଇନ-ଶୃଙ୍ଖଳା ଧ୍ୱଂସ ହୋଇଯାଇଛି ବୋଲି ଲୋକମାନଙ୍କ ମଧ୍ୟରେ ଦୃଢ଼ ଅସନ୍ତୋଷ ବଢ଼ିଛି , ନୁଆପଡା / କୋମନା –ଆଜି କୋମ୍ନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଓ ଭେଲା ଗ୍ରାମରେ ବିଜେଡି ର ନିର୍ବାଚନ ପ୍ରଚାର ଅଭିଯାନରେ ବ୍ୟାପକ ଭିଡ଼ ଓ ଉତ୍ସାହ ଦେଖା ଯାଇଥିଲା। ମହିଳା, କୃଷକ, ଯୁବ, ଆଦିବାସୀ ଓ ଦଳିତ ମାନେ ବିଜେଡି ପ୍ରତି ନିଜ ଭରସା ଏବଂ ସମର୍ଥନ ପ୍ରକାଶ କରିଥିଲେ।

ଏହି ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ପୁରୀର ରାଜ୍ୟସଭା ସାଂସଦ ସୁଭାସିସ ଖୁଣ୍ଟିଆ ଉପସ୍ଥିତ ହୋଇ ଗାଁ ଲୋକଙ୍କୁ ସମ୍ବୋଧନ କରିଥିଲେ। ବିଜେପି ଦେଢ଼ ବର୍ଷ ଭିତରେ ଟଙ୍କା ଟିଏ ଦେଇନାହିଁ କି ମାଟି ମୁଠାଏ ପକାଇ ନାହିଁ ବୋଲି ଗାଁ ଲୋକ କ୍ଷୋଭ ପ୍ରକାଶ କରିଥିଲେ. ବିଜେଡି କୁ ଭୋଟ ଦେଇ ଜିତାଇବା ବୋଲି ସମସ୍ତେ ହରିବୋଲ ଦେଇଥିଲେ.।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଉଦ୍ୟେଗୀ ଦିବସ ପାଳିତ

masiha

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଏସଡିସି ଅଧ୍ୟକ୍ଷଙ୍କ ସମ୍ମିଳନୀ : ଯୋଗଦେଲେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!