ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ସ୍ବଚ୍ଛ ସାରଥୀଙ୍କୁ ସମ୍ବର୍ଦ୍ଧନା ରଜ ସଂକ୍ରାନ୍ତି କୁ ଆଖି ଆଗରେ ରଖି ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ଢ଼େଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱଚ୍ଛ ସାରଥୀଙ୍କୁ ଉତରୀ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଗଲା।ଢ଼େଙ୍କାନାଳ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସ୍ୱଚ୍ଛ ସାରଥୀଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ।ଘର ଘର ବୁଲି ଶୁଖିଲା ଓ ଓଦା ଅଳିଆ ସଂଗ୍ରହ କରି ସହରକୁ ପରିଷ୍କାର ରଖିବାରେ ତାଙ୍କ ଭୂମିକା ଅତୁଳନୀୟ। ପରିଶେସରେ କେକ୍ କାଟି ସଭା ସମାପ୍ତ କରାଗଲା। ଏଥିରେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଢ଼େଙ୍କାନାଳର ବରିଷ୍ଠ ସାମ୍ବାଦିକ ରତନ ନାୟାର ଓ ସ୍ୱରୁପାରାଣି ମିଶ୍ର ଓ ପଦ୍ମାଳୟା ଦାସ। ସଭା ପରିଚାଳନା କରୁଥିଲେ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ଅନନ୍ୟା ଦାସ୍ ଓ ସୌମ୍ୟା ମିଶ୍ର।

ଢେଙ୍କାନାଳ ସଦର ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ଅବସର ପ୍ରାପ୍ତ ସୈନିକ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ

masiha

‘ସ୍ମୃତି ସାନ୍ତ୍ଵନା ପତ୍ରିକା’ର ସାରସ୍ଵତ ସମାରୋହ ଓ ପ୍ରଫେସର ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ସଭା

Sunil Chandra Nayak

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

Sunil Chandra Nayak

Leave a Comment

error: Content is protected !!