ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଵଜେଟ ସାଧାରଣ ଜନତାଙ୍କ ବଜେଟ: ପର୍ଶୁରାମ ମାଝୀ 

ରାଜ୍ୟ ସରକାରଙ୍କ ଵଜେଟ ସାଧାରଣ ଜନତାଙ୍କ ବଜେଟ: ପର୍ଶୁରାମ ମାଝୀ 

 ନଵରଙ୍ଗପୁର:- (୨୮/୦୭/୨୦୨୪)(ରବି ନାରାୟଣ ମହାନ୍ତି)ଚଳିତ ଵଜେଟ ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ବର୍ଷ ପାଇଁ ବିଧାନସଭା ବଜେଟ ଉପସ୍ଥାପନ କରିଛନ୍ତି। ଏହି ବେଜେଟ ସାଧାରଣ ଜନତାଙ୍କ ବଜେଟ ବୋଲି ନଵରଙ୍ଗପୁର ପୁର୍ବତନ ସାଂସଦ ପର୍ଶୁରାମ ମାଝୀ ପ୍ରକାଶ କରିଛନ୍ତି। ବାସ୍ତବିକ୍ କ୍ଷେତ୍ରରେ ସବୁବର୍ଗର ଲୋକଙ୍କ ପାଇଁ ପ୍ରଯୁଜ୍ୟ ଏହି ବଜେଟ ଗରିବ ଶ୍ରେଣୀର ଲୋକମାନଙ୍କର ଆର୍ଥିକ ମାନଦଣ୍ଡକୁ ସମ୍ରୁଦ୍ଧି କରିବା ଓ ବୃଦ୍ଧି କରିବା ସହିତ ଓଡିଶାର ବିକାଶରେ ସହାୟକ ହେଵ ଵୋଲି ନଵରଙ୍ଗପୁର ଜିଲ୍ଲା ପୁର୍ବତନ ସାଂସଦ ପ୍ରକାଶ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍

Related posts

ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା, ଦଶମ ଶ୍ରେଣୀର ପରୀକ୍ଷାରେ ସାହାଯ୍ୟ କରୁଛନ୍ତି ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ରୀ

Sunil Chandra Nayak

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

Sunil Chandra Nayak

ଵିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

Leave a Comment

error: Content is protected !!