ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ବିଡ଼ିଓ ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ସୂଚନା…

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ

ବିଡ଼ିଓ ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ସୂଚନା...

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ। ବିଡ଼ିଓ ଙ୍କ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଆଜି ଭବାନୀପାଟଣା ରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ ଜୟପୁର ଭିଜିଲାନ୍ସ ର ଏକ ଟିମ କୌଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ୨୬ ଜାରିଙ୍ଗ ନିକଟରେ ବିଡ଼ିଓ ଙ୍କ ଗାଡି କୁ ଅଟକାଇ ଭିଜିଲାନ୍ସ ଅଧିକାରୀ ମାନେ ଯାଞ୍ଚ କରିବାରୁ ଗାଡି ରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ବିଡ଼ିଓ ଦେଇ ପାରିନଥିବା ବେଳେ ତଦନ୍ତ ଜାରି ରହିଛି।

ଭବାନୀପାଟଣା ରୁ ଏକ ଭିଜିଲାନ୍ସ ଟିମ୍ ଗୋଲାମୁଣ୍ଡା ଯାଇଥିବା ସୂଚନା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ.

masiha

ଅପାର ଆଇଡି ଦ୍ୱାରା ପିଲାଙ୍କ ତଥ୍ୟ ପାଇଁ ତାଲିମ ଶିବିର 

masiha

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରି ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!