ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ୍ ସଚେତନତା ଶିବିର ଅନୁଷ୍ଠିତ 

ଆଇନ୍ ସଚେତନତା ଶିବିର ଅନୁଷ୍ଠିତ 

କେନ୍ଦ୍ରାପଡ଼ା :– ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଇନ୍ଧାଳୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କେନ୍ଦ୍ରାପଡା ସୁମିତ୍ରା ସାହୁ ଏବଂ ଡେରାବିଶ ତହସିଲ ଦାର ପ୍ରଜ୍ଞା ପ୍ରରମିତା ପୃଷ୍ଟି ଏବଂ ଶ୍ରୀକାନ୍ତ କୁମାର ସ୍ୱାଇଁ , ଶାନ୍ତନୁ ବଳ, ବରଦା ପ୍ରସନ୍ନ ମହାପତ୍ର ତଥା ଇନ୍ଧାଳୋ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବେହେରା ଯୋଗଦାନ୍ କରିଥିଲେ । ଯାହା ଫଳରେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ବହୁମୁଖି ଯୋଜନା ସହିତ ଆଇନ ସଚେତନତା ଉପରେ ସଚିବ ସୁମିତ୍ରା ସାହୁ ଲୋକ ମାନଙ୍କୁ ଆଇନ ବିଷୟ ରେ ଅବଗତ କରାଇଥିଲେ । ଏବଂ ପଞ୍ଚାୟତ ରେ ଥିବା ସ୍ଵେଚ୍ଛା ସେବୀ ସଙ୍ଗଠନ ଦେଶ ସେବା ଫାଉଣ୍ଡେସନ ତଥା ଆଦ୍ୟାଶା ଫାଉଣ୍ଡେସନ ପରିବାର ର ଯୁବ କର୍ମୀ ବନ୍ଧୁ ମାନେ ଯୋଗଦାନ୍ କରିବା ସହିତ ସ୍ୱୟଂ ସହାୟକ ଗୋଷ୍ଟି ମହିଳା ତଥା ସମସ୍ତ ୱାଡ଼ମେମ୍ବର ଏବଂ ବରିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଚନ୍ଦ୍ର ମଣି ସେଠୀ ଏବଂ ଅନେକ ବ୍ୟକ୍ତି ନିଜ ନିଜର ଅଭିଯୋଗ ଶୁଣାଇ ଥିବାର ଦେଖିବାକୁ ମିଳିଥିଲା ଏହି ସୁନ୍ଦର୍ କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡା ଜିଲ୍ଲାର ଆଇନ୍ ପ୍ରାଧିକରଣ ରେ ପିଲଭି ରୂପରେ ଇନ୍ଧାଳୋ ପଞ୍ଚାୟତ ରେ କାଯ୍ୟରଥ ଥିବା ଗୋପବନ୍ଧୁ ସେଠୀ ଏବଂ ଅକ୍ଷୟ କୁମାର ମଲ୍ଲିକ, ରବିନାରାୟଣ ମହାନ୍ତି ସୁନ୍ଦର୍ ଭାବରେ ସଚେତନତା ଶିବିର କୁ ପରିଚାଳନା କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ସୂଚନା ଓ ଲୋକ ସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପନିର୍ଦ୍ଦେଶକଙ୍କ ଦିନିକିଆ କେନ୍ଦ୍ରାପଡ଼ା ଗ୍ରସ୍ତ 

masiha

ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ଟୁକୁନା ସେଠୀଙ୍କୁ ସ୍ମୃତି ଶ୍ରଦ୍ଧାଂଜଳି 

masiha

ହିନ୍ଦୋଳ ଉପଖଣ୍ଡ ରେ ୭୪ତମ ଜନରାଜ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!