ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଷ୍ମୀପୁର ଅଞ୍ଚଳର ଦୀର୍ଘ ଦିନର ଦାବିକୁ ବିଧାନ ସଭାରେ ଉପସ୍ତାପନ କଲେ ବିଧାୟକ 

ଲଷ୍ମୀପୁର ଅଞ୍ଚଳର ଦୀର୍ଘ ଦିନର ଦାବିକୁ ବିଧାନ ସଭାରେ ଉପସ୍ତାପନ କଲେ ବିଧାୟକ 

ବନ୍ଧୁଗାଁ ତା ୩୧/୮/୨୪ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ୪ଟି ବ୍ଲକ ଲଷ୍ମୀପୁର, ଦଶମନ୍ତ ପୁର, ନାରାୟଣ ପାଟଣା ଓ ବନ୍ଧୁଗାଁ, ଏହି ବ୍ଲକ ମାନଙ୍କରେ ରହିଥିବା ଗାଁ ମାନଙ୍କର ଉନ୍ନତି ମୂଳକ କାର୍ଯ୍ୟ କରିବା ଓ ଗାଁ ର ଉନ୍ନୟନ କାମ କରି ଉନ୍ନତି କରିବା ଓ ଅଞ୍ଚଳରେ ରହିଥିବା ଅନେକ ଯୁବକ ଯୁବତୀ ଅନେକ ଟଙ୍କା ବାପା ମାଙ୍କ ଠୁ ମାଗି ବାହାରେ ରହି ପାଠ ପଡାରେ ଖର୍ଚ୍ଚାନ୍ତ କରି  ପାଠ ପଡି କିଛି କାମ ନ ପାଇ ବେକାର ହୋଇ ହାତକୁ ହାତ ମିଶାଇ ଘରେ ବସ ରହି ବାପା ମା ବାପାଙ୍କ ଉପରେ ନିର୍ଭର ହୋଇ ରହିଥିବା ଯୁବକ ଯୁବତୀଙ୍କ ପାଇଁ ବେକାର ନ ରହି କିଛି କିଛି କାମ କରି ରୋଜଗାର ରାସ୍ତା ଦେବାର ଉଦ୍ୟଗୀ କରିବାରେ ଚିନ୍ତା କରୁଥିବାର ଜାଣିବାକୁ ମିଳିଛି I ରାୟଗଡା ଜିଲ୍ଲାର ଆଦିତ୍ୟା ବିର୍ଲା କଂସାରୀଗୁଡା ଠାରେ ବିଷୋଧନ କେନ୍ଦ୍ର ବା (Refinery)ପ୍ରତିଷ୍ଠା କରି ଆଦିବାସୀଙ୍କ ସହ ସହ ଚାଷ ଜମିର ଚାଷ ନଷ୍ଟ ଏବଂ ବିରିଗୁଡା କଲୋନୀକୁ ପ୍ରଭାବିତ ଗାଁ ନାମରେ (affacted village) ରେ ସ୍ଥାନ ଦେବା I ଓ ଦଶମନ୍ଥପୁର ବ୍ଲକ ଡେଙ୍ଗାଜାନୀଗୁଡା ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଏବଂ ପ୍ରତ୍ୟକ ଦିନ ଲଷ୍ମୀପୁର କଳିଙ୍ଗା ମାଳିରୁ ଠାରୁ ମୁଖ୍ୟ ରାସ୍ତା ଦେଇ କାକରିଗୁମ୍ମା ଯାଉଥିବା ଭାରି ଯାନ (ହାଇବା ଦଶ ଚକିଆ ଯାନ ବୁଲା ବୁଲି କରୁଥିବା ହେତୁ ସାଧାରଣ ଲୋକେ ଗାଡି ମୋଟରରେ ଜାତାୟତ କରୁଥିବା ଗାଡି ଚାଳକ ମାନେ ଗାଡିକୁ ରାସ୍ତା କଡ଼ରେ ଯୋଗୀ ରହି ପରେ  ରାସ୍ତା ଖାଲି ହବା ପରେ ନିଜ ଗାଡିକୁ ଯିବାକୁ ରାସ୍ତାରେ (Hyva Truck) ଦ୍ବାରା ହେଉଥିବା ଅସୁବିଧା ଓ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ ବାର୍ଦ୍ଧଖ୍ୟ ଭତା ହେଉ କି ବନ୍ଧୁଗର ଏକଲବ୍ୟ ସ୍କୁଲ କୁ ସ୍ଥାନ ନିରୁପଣକୁ ହଉ ୨୦୦୮ ମସିହାରେ ଚାଷୀ ମୁଲିଆ ସଙ୍ଘ ଦ୍ୱାରା ନାରାୟଣ ପାଟଣା ବ୍ଲକର ପୋଡାପଦର ଗ୍ରାମର ୩୦ ଜଣ ପରିବାର ଲୋକେ ନିଜ ଭିଟାମାଟି ଛାଡି ଅନ୍ୟତ୍ରକୁ ଯାଇ ଜୀବିକା ନିର୍ବାହ କରିଥିବା ପରିବାରଙ୍କୁ ନିଜ ଭିଟାମାଟିକୁ ବିସ୍ତାପନ କରିବା ଓ କୋରାପୁଟ ଜିଲ୍ଲା ଠାରୁ ଦଶମନ୍ତ ପୁର ବ୍ଲକକୁ ସଂଯୋଗ କରୁଥିବା ପେଡିସିଲ ବ୍ରିଜ କାମ ସରି ବର୍ଷ ଭିତରେ ଭାଙ୍ଗିଯିବା ବ୍ରିଜ କାମ ପୁଣର୍ବାର କୋରାଯିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉପସ୍ଥାପନା କଲେ ଆମ  କରିଥିବାର ଦେଖିବାକୁ ମିଳୁଛି  ଲଷ୍ମୀପୁର ବିଧ୍ୟାୟକ ମହୋଦୟ  ବିଧାୟକ ଶ୍ରୀ ପବିତ୍ର ସାଉଁନ୍ତା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତା          ‘ଦି ଏପ୍ଳିକେଶନ ଅଫ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଇନ ଡେ ଟୁ ଡେ ଲାଇଫ୍’

Sunil Chandra Nayak

ମେରୁ ଯାତ୍ରାରେ ଦଣ୍ଡ କଳାକାରମାନେ ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!