ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ଉଦଘାଟନ ସିଧାପ୍ରସାରଣ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ଉଦଘାଟନ ସିଧାପ୍ରସାରଣ କାର୍ଯ୍ୟକ୍ରମ

ଡାବୁଗାଁ, ୧୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀନିବାସ କଲ୍ୟାଣୀ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ଉଦଘାଟନ ର ସିଧାପ୍ରସାରଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ମାନେ ଉଦଘାଟନ ଉତ୍ସବର ସିଧା ପ୍ରସାରଣ ଭିଡିଓ କାନଫରେନ୍ସ ମାଧ୍ୟମରେ ଦେଖିଥିଲେ | ଏଥିରେ ପାପଡାହାଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲିଙ୍ଗରାଜ ଭତ୍ରା, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ବିଡିଓ ଶରତ ମାଝି, ସିଡିପିଓ ମିନତୀ ଦାଶ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ | ଏଥିରେ ୧୦ ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ର କାର୍ଯ୍ୟ|ଦେଶ ପ୍ରଦାନ କରାଯାଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

ଦୁଧରି ଠାରେ ବୁଡି ଥାକୁରାଣୀ ମା ମାଉଲି ଯାତ୍ରା ଆରମ୍ଭ ହୋଇ ଯାଇଛି 

masiha

ଦୂରତା ନେଇ ରାସନ୍ ସାମଗ୍ରୀ ଆଣିବାକୁ ଅସନ୍ତୋଷ ଖାଉଟି 

masiha

Leave a Comment

error: Content is protected !!