ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଣି ଲାଗିଲା ମାଉ ପୋଷ୍ଟର       

ପୁଣି ଲାଗିଲା ମାଉ ପୋଷ୍ଟର             

ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁରୁ ବ୍ଲକରେ ମାଉଵାଦୀମାନଙ୍କର କିଛିଦିନ ନିରବତା ପରେ ଏଵେ ସକ୍ରୀୟ ହୋଇଊଠିଛନ୍ତି।ଆଜି ସକାଳୁ ହନୁମନ୍ତପୁରୁ ପଙ୍କାଳଗୁଡି ପୂର୍ତ୍ତ ଵିଭାଗ ରାସ୍ତା ଠାରୁ ହନୁମନ୍ତପୁର ବ୍ରିଜ ପର୍ଯ୍ୟନ୍ତ ମାଉ ପୋଷ୍ଟର ମରାଯାଇଥିବା ଲଲୋକମାନେ ଦେଖି ଭୟଭିତ ହୋଇଛନ୍ତି।ପୋଷ୍ଟରରେ ସିପିଆଇ(ମାଉବାଦୀ)ବାଘୁନା ଡିଭିଜନ ପକ୍ଷରୁ ଲେଖା ଯାଇଛି ଅସଲ ନାରୀ ମୁକ୍ତ ସମ୍ମାନ,ସମସ୍ତଙ୍କ ହାତକୁ କାମ,ଶିକ୍ଷା ଓ ଚିକିତ୍ସାର ଗ୍ୟାରେଣ୍ଟି,ମୌଳିକ ସମାଧାନ ପାଇଁ ନୂଆ ଗଣତନ୍ତ୍ର ଵିପ୍ଲବରେ ଯୋଗ ଦିଅନ୍ତୁ। କିଏ ଏହି ପୋଷ୍ଟର ମାରିଛି ତଦନ୍ତ କଲେ ସତ୍ୟାସତ ଜଣାପଡିଵ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

masiha

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

Sunil Chandra Nayak

ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ, ୩ ଜଣ ଗୁରୁତର , ୨ ଆହତ

masiha

Leave a Comment

error: Content is protected !!