ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ l ସମୟ ଚାରି ଘଣ୍ଟା l

ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ l ସମୟ ଚାରି ଘଣ୍ଟା l

ନବରଙ୍ଗପୁର:(୨୦|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବେଲଗାଁ ଗ୍ରାମ ପଞ୍ଚାୟତ ର ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ lଏବେ ବି ମାଟି ରାସ୍ତାରେ ଯାଉଛନ୍ତି ଲୋକେ l ରାସ୍ତା କଡରେ ବୋଲଡର ଗଦା ହୋଇ ଥିଲେ ହେଁ ରାସ୍ତା ଉପରେ ବିଛା ଯାଉନି କାହିଁକି ? ଏହା ମଧ୍ୟରେ କି ରହସ୍ୟ ଲୁଚି ରହିଛି, ରାସ୍ତା ନିର୍ମାଣ ରେ ବାଧା ସୃଷ୍ଟି ହେଉଛି, ତାହା ଜାଣି ହେଉନି l ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ର ଦୃଷ୍ଟି ପଡ଼ିବାକୁ ଜନ ସାଧାରଣରେ ଦୃଢ଼ ଦାବୀ ହେଉଛି l ପ୍ରକାଶ ଥାଉକି ରାସ୍ତା ସାରା ଖାଲ ଖମାଣରେ ଭରି ଯାଇଛି l ବର୍ଷା ହେଲେ ଯାତାୟତ ରେ ବାଧା ସୃଷ୍ଟି ହେଉଛି l

ମସିହା ନିୟୁଜ ସର୍ଭିସ୍ 

Related posts

ପାରା ସମ୍ପ୍ରସାରଣ କର୍ମୀଙ୍କ ଦୁଇଦିନିଆ ସଚେତନତା ତାଲିମ ଶିବିର ଅନୁଷ୍ଠିତ

masiha

ରାଇରଙ୍ଗପୁର ଲ୍ଯାମ୍ପସରେ ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟିତ

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ଆନୁକୂଲ୍ୟରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

masiha

Leave a Comment

error: Content is protected !!