ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନ କମ୍ପ୍ୟୁଟର ରେ ନୁଆଁଖାଇ ଭେଟଘାଟ

ଜ୍ଞାନ କମ୍ପ୍ୟୁଟର ରେ ନୁଆଁଖାଇ ଭେଟଘାଟ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସ୍ଥିତ ଜ୍ଞାନ କମ୍ପ୍ୟୁଟର ଠାରେ ଆଜି ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜ୍ଞାନ କମ୍ପୁଟର ର ପରିଚାଳକ କମଳା କାନ୍ତ ବିହାରୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ତହସିଲଦାର ଧର୍ମଗଡ ଅଜିତ କୁମାର ମହନ୍ତ, ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ ମଞ୍ଚାସିନ ହୋଇଥିଲେ । କାର୍ଯ୍ୟକ୍ରମ କୁ ମନସ୍ୱାନି କବି,ନିକିତା ହଂସ ପରିଚାଳନା କରିଥିଲେ। ଜ୍ଞାନ କମ୍ପୁଟର ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଢଗ ନାଏକ, ଯୁଗେଷ ତାଣ୍ଡି, ମନୋଜ ବାଗ,କାହ୍ନୁ ସେନାପତି, ଉପେନ୍ଦ୍ର ସେନାପତି, ଉମାକାନ୍ତ ସୁନାନୀ, ଉମେଶ ଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ କଳା ପରିଷଦ ର ୪୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୬ ଓ ୭ ରେ……

masiha

କ୍ଷେତ୍ରବାସୀ ମାହାରଙ୍କ ବିୟୋଗରେ ଶୋକସଭା 

masiha

ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ……. ଉଦଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ

masiha

Leave a Comment

error: Content is protected !!