ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧର୍ମୀ ବିରୁଦ୍ଧରେ “ଦେବ ସେନା”ର ବିଜୟ

ଭବାନିପାଟଣା -(ମ ନି ସ)   ଗତ ତା ୧୪.୦୪.୨୦୨୨ରିଖ ପବିତ୍ର ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ତଥା ହନୁମାନ ଜନ୍ମୋତ୍ସବ ସମୟରେ ଏକ ନିର୍ଦ୍ଧିଷ୍ଟ ଧର୍ମ ର ଧର୍ମଗୁରୁ ମାନେ କଳାହାଣ୍ଡି ଜିଲ୍ଲା କୋକସରା ମଣ୍ଡଳ ରେ ଅବୈଧ ଧର୍ମାନ୍ତିକରଣ କରୁଥିବାର ଖବର ପାଇ ଜିଲ୍ଲା ଉପାଧ୍ୟକ୍ଷ ରିଖିରାମ ମେହେର ଙ୍କ ନେତୃତ୍ବରେ ଅକସ୍ମାତ ଚଢାଉ କରି ସେମାନଙ୍କ ପ୍ରଚାର ସାମଗ୍ରୀ ଜବତ କରିବା ସହିତ ଅଟକ ରଖିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ସେହି ମାନଙ୍କ ପ୍ରରୋଚନାରେ ପଡି ଜୈନିକ ମହିଳା ଜଣକ ସେମାନଙ୍କୁ ଫେରାର ହେବାରେ ସହଯୋଗ କରି ନିକଟସ୍ଥ ପୋଲିସ ଥାନା ଆମପାଣି ରେ ଦେବସୈନିକ ମାନଙ୍କ ବିରୋଧରେ ଏଫ୍ ଆଇ ଆର୍ ଦେଇଥିଲେ କିନ୍ତୁ ପ୍ରଦେଶ ଅଧ୍ୟକ୍ଷ  ଘେନୁରାମ ମଙ୍ଗରାଜ ଙ୍କ ହସ୍ତକ୍ଷେପ ପରେ   ଅଭିଯୋଗ କାରିଣୀ ଜୈନିକ ମହିଳା ଜଣକ ଉକ୍ତ ଏଫ୍ ଆଇ ଆର୍ କୁ ପ୍ରତ୍ୟାହାର କରିଦେଇଛନ୍ତି। ଅଭିଯୁକ୍ତ ସମସ୍ତ ଦେବସୈନିକ ମାନେ ବିଜୟ ଉଲ୍ଲାସର ସହିତ ଜିଲ୍ଲା ଆରାଧ୍ୟ ଠାକୁର “ଆମପାଣୀ ବୁଢ଼ା ରଜା”ପାଖରେ କୃତଜ୍ଞତା ଅର୍ପଣ କରିଛନ୍ତି। ଆଗାମୀ ଦିନରେ ବିଧର୍ମୀ ମାନଙ୍କ ଉପରେ “ଦେବସେନା”ର ଏହି ଆଭିମୂଖ୍ୟ ନିରନ୍ତର ଜାରି ରହିବ ବୋଲି ଦେବସେନା ପକ୍ଷରୁ କୁହାଯାଇଛି ।

 

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସ୍ବଭାବ କବି ଗଂଗାଧର୍‌ ମେହେର୍‌

Sunil Chandra Nayak

ମାଧ୍ୟମିକ ସ୍କୁଲ ଶିକ୍ଷକ ନିଯୁକ୍ତି ମାମଲା, ସମସ୍ତ ମାମଲା ଖାରଜ କଲେ ମାନ୍ୟବର ହାଇକୋର୍ଟ , ନିଯୁକ୍ତି ପାଇବେ ୧୧ ହଜାର ୪୦୩ ଶିକ୍ଷକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ନୀଳ ନିଶୀଥର ସ୍ଵପ୍ନ

Sunil Chandra Nayak

Leave a Comment

error: Content is protected !!