Uncategorizedପଦ୍ମଶ୍ରୀ ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ by Sunil Chandra NayakApril 18, 20220238 Share0 ପଦ୍ମଶ୍ରୀ ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ ଯେଉଁ ସ୍ୱର ଶୁଣି ଓଡ଼ିଶା ବାହାରୁ ଶିଳ୍ପୀ ଆସୁଥିଲେ ଧାଇଁ, ବନ୍ଦେ ଉତ୍କଳ ଆଉ କେ ଗାଇବ ସ୍ୱର ଲୟ ତାଳ ଦେଇ ଭାବେ ପୁଲକିତ ହୋଇ ଭାବ ଦେଶରେ କି ଅଭାବ ରହିଲା ଥରେ ଯାଅନ୍ତନି କହି । ନାୟକ ଅକ୍ଷୟ ରାଜହସ୍ତୀ ଢ଼େଙ୍କାନାଳ