ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା

ଶନିବାର ସକାଳ ୧୦ ଟା ରେ ଧର୍ମଗଡ କୃଷି କାର୍ଯ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଗୋଲାମୁଣ୍ଡା ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଲିଙ୍ଗରାଜ ମେହେର ଙ୍କ ଭେଡେନ ବ୍ଲକ ରେ ବ୍ଲକ କୃଷି ଅଧିକାରୀ ପଦବୀ ରେ ପଦୋନ୍ନତି ଏବଂ ନରେନ୍ଦ୍ର ନାଏକ, ରଘୁନାଥ ଜାଲ, ଶକ୍ତି ସରାପ ତିନି ଜଣ ଭିଏଡବ୍ଲୁ ପଦରୁ ଉଗରଶର ପଦବୀ ରେ ପଦୋନ୍ନତି ହୋଇଥିବା ବେଳେ ଆଜି ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭା ରେ କୃଷି ଜ଼ିଲ୍ଲା ଅଧିକାରୀ ସଞ୍ଜୟ କୁମାର ପାତ୍ର, ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଗୁଣାକର ନାୟକ, ଅଜିତ କୁମାର ସାହୁ, ଆନନ୍ଦ ନିଆଲ, ରବୀନ୍ଦ୍ର ନାଏକ, ଜଗଜୀବନ ମାଝୀ, ବିଟିଏମ ଦେବାଶିଷ ଚାନ୍ଦ, ଏଟିଏମ ସୁବାଷ ରାଉତ, ଏଟିଏମ ଅଭିନ୍ନ ନାଏକ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଶିଶୁବାଟିକା ଖୋଲିଦେଇ ଭୁଲିଗଲେ ସରକାର ବ୍ୟବସ୍ଥା ଶୂନ୍, ଅବସ୍ଥା ବେହାଲ୍ 

Sunil Chandra Nayak

ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକ “ସରକାରୀ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ନ ହେଲେ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ। “ବିଧାୟକ ସୁଧୀର ପଟ୍ଟଯୋଷୀ

masiha

ଜମାଳପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!